ETV Bharat / lifestyle

ହ୍ବିସିଲ ମାରିଲେ ହେବେ ହଇରାଣ, ଜାଣନ୍ତୁ କାହିଁକି...

ସାଧାରଣତଃ ଯୁବପିଢିଙ୍କୁ ପସନ୍ଦ ହ୍ବିସିଲ ମାରିବା । କିନ୍ତୁ ବୟସ୍କ ଲୋକ ହ୍ବିସିଲକୁ ସର୍ବଦା ବାରଣ କରିଥାନ୍ତି । ଚାଲନ୍ତୁ ଜାଣିବା ମନା କରିବା ପଛରେ କିଛି ରୋଚକ ତଥ୍ୟ...

ଡିଜାଇନ ଫଟୋ
author img

By

Published : Jul 12, 2019, 9:49 PM IST

ହାଇଦ୍ରାବାଦ: ପିଲା ଦିନେ ଆମେ ବହୁତ ବଦମାସି, ଦୁଷ୍ଟାମି କରିଥାଉ । ବେଳେବେଳେ ଘରେ ସିଟି କିମ୍ବା ହ୍ବିସିଲ ମଧ୍ୟ ମାରିବାକୁ ଚେଷ୍ଟା କରୁ ଆଉ ସେଥିଲାଗି ବୟୋଜ୍ୟଷ୍ଠଙ୍କଠାରୁ ଖୁବ ଗାଳି ମଧ୍ୟ ଶୁଣୁ । ହେଲେ ଆପଣ କେବେ ଭାବିଛନ୍ତି କି ସିଟି ମାରିଲେ କାହିଁକି ଗାଳି ଦିଅନ୍ତି । କାହିଁକି ହ୍ବିସିଲ ମାରିବାକୁ ମନା କରନ୍ତି । ଏହା ପଛରେ ଅନେକ ରୋଚକ ତଥ୍ୟ ରହିଛି । ଆସନ୍ତୁ ଜାଣିବା ..

ଏକ ରିପୋର୍ଟ ମୁତାବକ ସୁସୁରି ବଜାଇବା ଫୁସଫୁସ ପାଇଁ ଏକ ଭଲ ଅଭ୍ୟାସ । କିନ୍ତୁ ଲଗାତର ସିଟି ବଜାଇବା ଦ୍ବାରା ଆପଣଙ୍କ ଗାଲର ଆକାର ବିଗିଡି ଯିବାର ଅଧିକ ସମ୍ଭାବନା ଥାଏ । ଅତ୍ୟଧିକ ସିଟି ବଜାଇବା ଦ୍ବାର ଫୁସଫୁସ ଦୁର୍ବଳ ହେବାର ସମ୍ଭାବନା ଥାଏ । ଯଦି ଆପଣ କୌଣସି ଗୀତକୁ ସିଟି ଜରିଆରେ ବଜେଇବାକୁ ଚାହାଁନ୍ତି କିମ୍ବା କୌଣସି ଭଲ କାମ ପାଇଁ ସିଟି ବଜାନ୍ତି ତେବେ ତାହା ନିଶ୍ଚୟ କରନ୍ତୁ ।

ଶାସ୍ତ୍ର ଅନୁଯାୟୀ, ରାତିରେ ସିଟି ମାରିବା ହାନିକାରକ ଅଟେ । ଏପରି କଲେ ଧନ ହାନୀ ହୁଏ । କୁହାଯାଉଛି ସୁସୁରି ମାରିବା ଦ୍ବାରା ଜଣେ ବ୍ୟକ୍ତି ଅଜ୍ଞାତ ସଙ୍କଟରେ ଫସିପାରେ । ସୁସୁରି ମାରିବା ଦ୍ବାରା ଅନ୍ୟ ବ୍ୟକ୍ତିଙ୍କ ଧ୍ୟାନ ଭଙ୍ଗ ମଧ୍ୟ ହୋଇପାରେ । ରାତିରେ ହ୍ବିସିଲ ମାରିଲେ ଭୁତ, ପିଚାସ, ଆତ୍ମା ସକ୍ରିୟ ହୋଇଯାନ୍ତି । ଏଭଳି ଧାରଣା ଭାରତ ଏବଂ ଜାପାନରେ ହିଁ ପ୍ରଚଳିତ । ରାତିରେ ସିଟି ମାରିଲେ ସାପକୁ ଡାକିବା ସହ ସମାନ ବୋଲି ଭାରତୀୟମାନଙ୍କ ଚିନ୍ତାଧାରା ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.