ETV Bharat / lifestyle

ଜାଣନ୍ତୁ କିପରି ଦୂରକରିବେ ସୋସିଆଲ ଆନ୍ସାଇଟି

ଆଜିକାଲି ଅନେକ ଲୋକ 'ସୋସିଆଲ ଆନ୍ସାଇଟି ଆଟାକ' ଶବ୍ଦଟି ଅଧିକ ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ପ୍ରକୃତ ଅର୍ଥ ଏମାନଙ୍କୁ ଜଣାନଥାଏ। ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାକୁ ଦୂର କରିବେ ।

author img

By

Published : Apr 11, 2019, 11:26 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜିକାଲି 'ସୋସିଆଲ ଆନ୍ସାଇଟି ଆଟାକ' ଶବ୍ଦଟି ଅଧିକ ବ୍ୟବହାର ହେଉଛି । କିନ୍ତୁ ଏହାର ପ୍ରକୃତ ଅର୍ଥ ଏମାନଙ୍କୁ ଜଣାନଥାଏ। ଏହି ସୋସିଆଲ ଆନ୍ସାଇଟି ଅନେକଙ୍କ ପାଇଁ ବଡ ସମସ୍ୟା ପାଲଟିଥାଏ। ଅନ୍ୟ କାହା ସହ ଥିବା ସଂପର୍କକୁ ଆଗକୁ ନେବା ସମୟରେ ହେଉ କିମ୍ବା ଭବିଷ୍ୟତ ଚିନ୍ତା ହେଉ। ବ୍ୟକ୍ତି ଜଣକ ଏହାକୁ ନେଇ ଅଧିକ ଚିନ୍ତା କରିଥାନ୍ତି। ସେମାନଙ୍କୁ ଭୟ,ପସନ୍ଦ ନଆସିବା ସହ ପରିସ୍ଥିତି ସହ ଖାପ ଖୁଆଇବାରେ ଦେଖାଦେଇଥାଏ ଅନେକ ସମସ୍ୟା । ଯେଉଁଠି ଅନ୍ୟ ଲୋକଙ୍କ ପାଇଁ ଏହା ସାଧାରଣ କଥା।

ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାକୁ ସାମନା କରିବେ ଆପଣ

ସର୍ବଦା ଆପଣଙ୍କ କମର୍ଫଟ ଜୋନରୁ ବାହାରିବା ପାଇଁ ପ୍ରସ୍ତୁତ ରୁହନ୍ତୁ

ଆପଣଙ୍କ କମଫର୍ଟ ଜୋନରେ ରହିବା ଦ୍ବାରା ଆପଣଙ୍କର କୌଣସି ସମସ୍ୟା ଦୂର ହେବ ନାହିଁ ବରଂ ବଢିବ । ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆପଣଙ୍କ କମଫର୍ଟ ଜୋନରୁ ବାହାରି ଅନ୍ୟ ଲୋକଙ୍କ ସହ ମିଳାମିଶା କରିବା । ଆପଣଙ୍କ ଭିତରେ ଥିବା ଭୟକୁ ଆପଣ ଏପରି ଦୂର କରି ପାରିବେ । ନଚେତ କେବେ ବି ଆପଣଙ୍କ ଭୟ ଆପଣଙ୍କୁ ଛାଡିଯିବ ନାହିଁ।

କନଫିଡେଣ୍ଟ ହେବାକୁ ଚେଷ୍ଟା କରନ୍ତୁ

କନଫିଡେଣ୍ଟ ନାଚୁରାଲ ପ୍ରୋସେସ। କିନ୍ତୁ ସୋସିଆଲ ଆନ୍ସାଇଟିରେ ପୀଡିତ ଲୋକଙ୍କୁ ପାଇଁ ଏହା ଖୁବ କଷ୍ଟକର । ତେଣୁ ସର୍ବଦା ଅନ୍ୟମାନଙ୍କ ସାମନାରେ କନଫିଡେଣ୍ଟ ଦେଖାନ୍ତୁ। କୌଣସି କାମ ପାଇଁ ଲାଜ କରି ସେଠାରୁ ଫେରନ୍ତୁ ନାହିଁ।

ସାମାଜିକ ଦକ୍ଷତା ବଢାନ୍ତୁ

କହିବା ଶୈଳୀ, ସାମନା ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଆଇ କଣ୍ଟାକ୍ଟ ରଖିବା। ତାଙ୍କର ନାମ ଭଲନାମ ଡାକିବା । ଏଭଳି କରିବା ଦ୍ବାରା ଆପଣଙ୍କର ସୋସିଆଲ ଆନ୍ସାଇଟି ଦୂର ହେବାରେ ସହୟତା ହୋଇଥାଏ। ଆପଣ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରନ୍ତେ।

ଯାହା ଅନୁଭବ କରୁଛନ୍ତି ଅନ୍ୟ ସହ ବାଣ୍ଟନ୍ତୁ

ନିଜର ଭାବନା ବା ଅନୁଭବ ଅନ୍ୟ ସହ ସେୟାର କରନ୍ତୁ। ଅନ୍ୟ ଲୋକଙ୍କ ସହ କଥା ହେବାକୁ ଏହି ଅନୁଭବ ସାହାଯ୍ୟ କରିବ।
ମନେ ରଖନ୍ତୁ, ଯେତେ ଶୀଘ୍ର ଏହି ସମସ୍ୟା ଉପରେ ଆପଣ ଆଲୋଚନା କରିବେ ସେତେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହେବ । କାହା ସାମନାରେ ଆପଣଙ୍କ ସମସ୍ୟା କହିବାରେ ସଂକୋଚ କରନ୍ତୁ ନାହିଁ। ଆପଣଙ୍କ ସାହାଯ୍ୟ ପାଇଁ ଯଦି କୌଣସି ପରାମର୍ଶଦାତାଙ୍କ ଆବଶ୍ୟକ ପଡେ ତେବେ କିଛି ନଭାବି ତାଙ୍କର ମଧ୍ୟ ସାହାଯ୍ୟ ନିଅନ୍ତୁ ।

Intro:Body:

ଭୋଟିଂ ବେଳେ ଫୁଟିଲା ଗୁଳି

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛି ଦେଶ । ପ୍ରାୟତଃ ଦେଶରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ସେପଟେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ କେନ୍ଦ୍ରରେ ଫୁଟିଛି ଗୁଳି । ଆଉ ତାହା ପୁଣି ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । 

ଶାମଲି ପୋଲିଂବୁଥରେ ନିର୍ବାଚନୀ ଡ୍ୟୁଟିରେ ଥିବା ବିଏସଏଫ ଯବାନଙ୍କୁ ଗୁଳିମାଡ କରିବାକୁ ପଡିଛି । ବିନା ଭୋଟର ପରିଚୟ ପତ୍ରରେ ଏଠାରେ ମତଦାନ କରିବାକୁ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକେ । ଦାୟିତ୍ବରେ ଥିବା ପୋଲିଂ କର୍ମଚାରୀ ସେମାନଙ୍କୁ ଏଥିପାଇଁ ବାରଣ କରିବା ସତ୍ତ୍ବେ ବି ମାନି ନଥିଲେ ଉକ୍ତ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ବିଏସଏଫ ଯବାନ ଫାଙ୍କା ଗୁଳି ଚଳାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । 

ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.