ETV Bharat / lifestyle

ସବୁ ରୋଗର ମହୋଷୌଧୀ କଳାଜୀରା - benefit

ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକଙ୍କୁ ଘାରିଛି ଫିଟନେସ ଚିନ୍ତା । କାରଣ ପରିବର୍ତ୍ତିତ ଜୀବନଶୈଳୀ ବଦଳାଇଛି ଜୀବନର ଢାଞ୍ଚା। ତେଣୁ ନିଜକୁ ଫିଟ୍ ଓ ଫାଇନ ରଖିବା ପାଇଁ ଲୋକମାନେ ଦିନ ରାତି ଯୋଗ ଓ ଜିମରେ କଟାଇ ଦେଉଛନ୍ତି ।

ଫାଇଲ ଫଟୋ
author img

By

Published : Apr 8, 2019, 3:25 PM IST

Updated : Apr 8, 2019, 3:57 PM IST

ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଟିପ୍ସ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ ଥିବା ବିଭିନ୍ନ ରୋଗକୁ ଚୁଟକିରେ ଦୂର କରିବ । ଏହି ଦରକାରୀ ବସ୍ତୁଟି ହେଉଛି ଜୀରା , ଯାହା ଆପଣଙ୍କ ରୋଷେଇ ଘରେ ସର୍ବଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ...

ଦାନ୍ତବିନ୍ଧା ଓ ମୁଣ୍ତବିନ୍ଧା

ଅନେକ ସମୟରେ ମାଇଗ୍ରେନ ହେଉବା ଶୋଇବାରେ ଅନିୟମିତତା କାରଣରୁ ଆମର ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣ ଏହି ଅସୁବିଧାର ସାମ୍ନା ପ୍ରତ୍ୟେକ ଦିନ କରୁଛନ୍ତି ତେବେ କଳାଜୀରା ଓ ତେଲକୁ ମିଶ୍ରଣ କରି ମୁଣ୍ତରେ ମାଲିସ କରନ୍ତୁ । ଯାହା ଆପଣଙ୍କୁ ତୁରନ୍ତ ଆରାମ ଦେବ । ଯଦି ଦାନ୍ତ ବିନ୍ଧା ହେବ କିଛି କଳା ଜୀରା ତେଲକୁ ଗରମ ପାଣିରେ ପକାନ୍ତୁ ଯନ୍ତ୍ରଣା ଦୂରେଇ ଯିବ ।

ପେଟ ଯନ୍ତ୍ରଣା

ପେଟ ଯନ୍ତ୍ରଣା ହେଉଥିଲେ କଳା ଜୀରା ଏଥିରୁ ମୁକ୍ତି ଦେବ । ଯେପରି ଡାଇରିଆ, ଏସିଡିଟି, ପେଟ ଯନ୍ତ୍ରଣା, କୃମି ଇତ୍ୟାଦି। କୋଷ୍ଠକାଠିନ୍ୟ ସମୟରେ କିଛି କଳା ଜୀରା ଖାଇଦିଅନ୍ତୁ ମୁକ୍ତି ମିଳିବ।

ବ୍ରଣଦାଗ

ମୁହଁରେ ବ୍ରଣଦାଗ ଓ ଖଣ୍ଡିଆ ହୋଇଥିଲେ କଳାଜୀରାକୁ ଗୁଣ୍ଡକରି ମୁହଁରେ ଏହାର ପେଷ୍ଟ ଲଗାନ୍ତୁ । ଏହାର କିଛି ସମୟପରେ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ରୋଗପ୍ରତିରୋଧକ ଶକ୍ତି

କଳାଜୀରା ଖାଇବା ଦ୍ବାର ରୋଗପ୍ରତିରୋଧର ଶକ୍ତି ବଢିଥାଏ। ଏହା ଶରୀରରେ ଇମ୍ୟୁନୋ ବୋନ ମେମୋରି ଓ ରେଜିଷ୍ଟାଣ୍ଟ ସେଲକୁ ଶକ୍ତି ଯୋଗାଏ । ଏହା ଶରୀରକୁ ଦୁର୍ବଳ ହେବାକୁ ଦିଏନି ।

ପତଳା କରିବା

କଳାଜୀରା ମୋଟାପଣ ଦୂର କରିଥାଏ । ଏହାକୁ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ।

ରୋଗ ଦୂର କରିଥାଏ

ଅନେକ ଦିନ ଧରି ଥଣ୍ଡା,କାଶ ଓ ଆସ୍ତମା ଲାଗିରହିଥିଲେ କଳାଜୀରା ଖାଆନ୍ତୁ । ଏହାଛଡା ସ୍ବାଇନ ଫ୍ଲୁ ହୋଇଥିଲେ କଳା ଜୀରା ଖାଆନ୍ତୁ ଆରାମ ପାଆନ୍ତୁ ।

Intro:Body:Conclusion:
Last Updated : Apr 8, 2019, 3:57 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.