ETV Bharat / lifestyle

ଭାରତରେ ଲଞ୍ଚ ହେଲା 'ମୋଟୋ ଜି 9 ପାୱାର', ଜାଣନ୍ତୁ ଫିଚର

ଭାରତରେ ମୋଟୋରୋଲାର ଲାଟେଷ୍ଟ ସ୍ମାର୍ଟଫୋନ ସୁଲଭ ମୂଲ୍ୟରେ ଲଞ୍ଚ ହୋଇଛି । 'ମୋଟୋ ଜି 9 ପାୱାର' ର ମୂଲ୍ୟ ମାତ୍ର 11,999 ଟଙ୍କା ରହିଥିବା ବେଳେ ଏଥିରେ ରହିଛି 6000mAh ବ୍ୟାଟେରୀ । ଅଧିକ ପଢନ୍ତୁ...

author img

By

Published : Dec 9, 2020, 4:06 PM IST

ମୋଟୋ ଜି 9 ପାୱାର
ମୋଟୋ ଜି 9 ପାୱାର

ନୂଆଦିଲ୍ଲୀ: ଭାରତରେ ମୋଟୋରୋଲାର ଲାଟେଷ୍ଟ ସ୍ମାର୍ଟଫୋନ ସୁଲଭ ମୂଲ୍ୟରେ ଲଞ୍ଚ ହୋଇଛି । 'ମୋଟୋ ଜି 9 ପାୱାର' ର ମୂଲ୍ୟ ମାତ୍ର 11,999 ଟଙ୍କା ରହିଥିବା ବେଳେ ଏଥିରେ ରହିଛି 6000mAh ବ୍ୟାଟେରୀ ।

ଏହି ସ୍ମାର୍ଟଫୋନ୍ ଦୁଇଟି ରଙ୍ଗରେ ଉପଲବ୍ଧ । ଗୋଟିଏ ଭିଭିଡ ଇଲେକ୍ଟ୍ରିକ ଭାଓଲେଟ ଥିବାବେଳେ ଅନ୍ୟଟିର ରଙ୍ଗ ସୋଫିଷ୍ଟିକେଟେଡ ମେଟାଲିକ ସିଜ୍ ବା ଧୁଷର ବାଇଗଣି ।

ଭାରତରେ ଲଞ୍ଚ ହେଲା 'ମୋଟୋ ଜି 9 ପାୱାର'
ଭାରତରେ ଲଞ୍ଚ ହେଲା 'ମୋଟୋ ଜି 9 ପାୱାର'

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଏହି ଫୋନ୍ ଡିସେମ୍ବର 15, ମଧ୍ୟାହ୍ନ 12 ସୁଦ୍ଧା କେବଳ ଫ୍ଲିପକାର୍ଟରେ ଉବଲବ୍ଧ ହେବ ଏବଂ ଇଚ୍ଛୁକ ଗ୍ରାହକ ଏହି ମଡେଲକୁ କିଣିପାରିବେ ।

ଆସନ୍ତୁ ଜାଣିବା ମୋଟୋ ଜି 9 ପାୱାର ର ଫିଚର ସମ୍ପର୍କରେ-

  • ସ୍ମାର୍ଟଫୋନରେ 6.5-ଇଞ୍ଚ HD + (720x1,640 ପିକ୍ସେଲ) IPS ଡିସପ୍ଲେ 20.5: 9 ଅନୁପାତରେ ରହିଛି ।
  • ଏହି ଫୋନ୍ ଏକ ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 662 SoC ଦ୍ୱାରା ଚାଳିତ । ଯାହାର 4GB RAM ଏବଂ 64GB ଅନ୍ବୋର୍ଡ ଷ୍ଟୋରେଜ୍ ରହିଛ । ଏହାସହ ଏଥିରେ ରହିଛି ମାଇକ୍ରୋ SD କାର୍ଡ 512GB ପର୍ଯ୍ୟନ୍ତ ରହିଛି ।
  • ସ୍ମାର୍ଟଫୋନରେ f / 1.79 ଲେନ୍ସ ସହିତ 64MP ପ୍ରାଇମେରି ସେନ୍ସର, f / 2.4 ମାକ୍ରୋ ଲେନ୍ସ ସହିତ 2MP ସେକେଣ୍ଡାରୀ ସେନ୍ସର ଏବଂ f / 2.4 ଲେନ୍ସ ସହିତ 2MP ଡେପଥ୍ ସେନସର ରହିଛି ।
  • ଉକ୍ତ ଡିଭାଇସର ଫ୍ରଣ୍ଟରେ ରହିଛି 16MP କ୍ୟାମେରା ସେନ୍ସର ।
  • କନେକ୍ଟିଭିଟି ବିକଳ୍ପଗୁଡ଼ିକରେ 4G LTE, ୱାଇ-ଫାଇ 802.11ac, ବ୍ଲୁଟୁଥ୍ v5.0, GPS / A-GPS, NFC, USB Type-C ଏବଂ 3.5mm ହେଡଫୋନ୍ ଜ୍ୟାକ୍ ଅନ୍ତର୍ଭୁକ୍ତ ।
  • ସ୍ମାର୍ଟଫୋନରେ ଏକ ରିଅର-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଏବଂ ଫେସ୍ ଅନଲକ୍ ସପୋର୍ଟ ମଧ୍ୟ ରହିଛି । ଏହା ଷ୍ଟକ୍ ଆଣ୍ଡ୍ରଏଡ୍ 10 OS ରେ ଚାଲିଥାଏ ଏବଂ ଏହି ଫୋନରେ 20W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6,000mAh ବ୍ୟାଟେରୀ ପ୍ୟାକ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.