ETV Bharat / lifestyle

ଲାଭା ପଲ୍ସର ଫିଚର ଓ ସ୍ପେସିଫିକେସନ

ଘରୋଇ ମୋବାଇଲ ଫୋନ ନିର୍ମାତା ଲାଭା ଏକ ନୂଆ ଫିଚର ଫୋନ ଲଞ୍ଚ କରିଛି । ଏହାର ମୂଲ୍ୟ ମାତ୍ର 1 ହଜାର 5ଶହ 99ଟଙ୍କା ରହିଥିବା ବେଳେ ଏଥିରେ ପଲ୍‌ସ ଓ ହାର୍ଟବିଟ ସହ ବ୍ଲଡ ପ୍ରେସର ମାପିବାର ସେନସର ସୁବିଧା ରହିଛି । ଅଧିକ ପଢନ୍ତୁ...

author img

By

Published : Aug 20, 2020, 10:50 PM IST

ଲାଭା ପଲ୍ସର ଫିଚର ଓ ସ୍ପେସିଫିକେସନ
ଲାଭା ପଲ୍ସର ଫିଚର ଓ ସ୍ପେସିଫିକେସନ

ନୂଆଦିଲ୍ଲୀ: ଘରୋଇ ମୋବାଇଲ ଫୋନ ନିର୍ମାତା ଲାଭା ଏକ ନୂଆ ଫିଚର ଫୋନ ଲଞ୍ଚ କରିଛି । ଏହାର ମୂଲ୍ୟ ମାତ୍ର 1 ହଜାର 5ଶହ 99ଟଙ୍କା ରହିଥିବା ବେଳେ ଏଥିରେ ପଲ୍‌ସ ଓ ହାର୍ଟବିଟ ସହ ବ୍ଲଡ ପ୍ରେସର ମାପିବାର ସେନସର ସୁବିଧା ରହିଛି । ଏହି ହ୍ୟାଣ୍ଡସେଟ ଆମାଜନ, ଫ୍ଲିପକାର୍ଟ ଓ ରିଟେଲ ଷ୍ଟୋରମାନଙ୍କରେ ରୋଜ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି ।

ଲାଭା ପଲ୍ସର ଫିଚର ଓ ସ୍ପେସିଫିକେସନ
ଲାଭା ପଲ୍ସର ଫିଚର ଓ ସ୍ପେସିଫିକେସନ

ଏହା ଗୋଟିଏ ଭାରତୀୟ ବ୍ରାଣ୍ଡ ଭାବରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଭାବରେ ବିଭିନ୍ନ ସୁବିଧା ଉପଲବ୍ଧ କରି ଆସିଛି । ବିଶେଷ କରି ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କରି ଏହାକୁ ତିଆରି କରାଯାଇଥିବା ଲାଭା ଇଣ୍ଟରନ୍ୟାସନାଲର ଉତ୍ପାଦନ ମୁଖ୍ୟ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ହାର୍ଟ ବିଟ ଓ ବ୍ଲଡ ପ୍ରେସର ମାପିବାର ସହିତ ବିଭିନ୍ନ ସ୍ପେସିଫିକେସନ ଗୁଡିକ ହେଲା-

*ଏଥିରେ ଅଟୋ କଲ ରେକର୍ଡ ଉପଲବ୍ଧ ରହିଛି । ସେହିପରି ଇଂରାଜୀ, ହିନ୍ଦୀ, ତାମିଲ, କନ୍ନଡ, ତେଲୁଗୁ, ଗୁଜୁରାଟୀ ଓ ପଞ୍ଜାବୀ ଭଳି ବିଭିନ୍ନ ଭାଷା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.