ETV Bharat / lifestyle

ଭିଡିଓ ଗେମର ଇତିହାସ - History of Video Games

ପୁରାତନ ମ୍ୟାଥମେଟିକାଲ ଗେମ ରୁ ଆରମ୍ଭ କରି ବର୍ତ୍ତମାନର 3D ଭିଜୁଆଲ ଗେମ ପର୍ଯ୍ୟନ୍ତ ଗେମ ଖେଳିବାରେ ପରିବର୍ତ୍ତନ କିପରି ହୋଇଛି ଜାଣିବାକୁ ସମ୍ପୂର୍ଣ୍ଣ ପଢନ୍ତୁ...

ଭିଡିଓ ଗେମର ଇତିହାସ
ଭିଡିଓ ଗେମର ଇତିହାସ
author img

By

Published : Sep 12, 2020, 4:51 PM IST

ହାଇଦ୍ରାବାଦ: 1940 ମସିହାରେ ନ୍ୟୁୟର୍କରେ ହୋଇଥିବା ଏକ ପ୍ରଦର୍ଶନୀରେ ଡକ୍ଟର ଏଡୱାର୍ଡ ଉହଲର କଣ୍ଡୋନଙ୍କ ଦ୍ବାରା ଏକ ଗେମ ମେସିନ ପ୍ରଦର୍ଶିତ କରାଯାଇଥିଲା । ଏହି ଗେମ ଟି ପୂରାତନକାର ଆନସିଏଣ୍ଟ ଗେମ ନିମ ଉପରେ ଆଧାରିତ ଥିଲା । ଏହାକୁ 50 ହଜାରରୁ ଅଧିକ ଲୋକ 6 ମାସ ମଧ୍ୟରେ ଖେଳିଥିଲେ । ଏହି ସମୟରେ ଦେଖାଯାଇଥିଲା ଯେ, 90 ପ୍ରତିଶତ ଗେମ କମ୍ପ୍ୟୁଟର ଜିତିଥିଲା ।

ଭିଡିଓ ଗେମର ଇତିହାସ
ଭିଡିଓ ଗେମର ଇତିହାସ

ଭିଡିଓ ଗେମ ଡେ'ର ଇତିହାସ

ପ୍ରାରମ୍ଭିକ ଭିଡିଓଗେମ ଗୁଡିକ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ MITରେ 1950 ମସିହାରେ ତିଆରି କରାଯାଇଥିଲା । ଏଥିରେ ଥିବା ଖେଳ ହେଉଛି ଭର୍ଚୁଆଲ ଟିକ ଟ୍ୟାକ ଟୋ ଏବଂ “ସ୍ପେସ ୱାର” ।

ଭିଡିଓ ଗେମର ଇତିହାସ
ଭିଡିଓ ଗେମର ଇତିହାସ

1962 ମସିହାରେ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଷ୍ଟିଭ ରସେଲ ସ୍ପେସୱାର ଗେମ ଉଦ୍ଭାବନ କରିଥିଲେ । ଯାହା ଏକ କମ୍ପ୍ୟୁଟର ଆଧାରିତ ସ୍ପେସ କମବାଟ ଭିଡିଓ ଗେମ ।

ଭିଡିଓ ଗେମର ଇତିହାସ
ଭିଡିଓ ଗେମର ଇତିହାସ

ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଡିଜାଇନ ହୋଇଥିବା ପ୍ରଥମ ଖେଳ ପ୍ରଣାଳୀ ପ୍ରାୟ ତିନି ଦଶନ୍ଧି ପରେ ଉତ୍ପନ୍ନ ହୋଇନଥିଲା, ଯେତେବେଳେ ରାଲ୍ଫ ବେର ଏବଂ ତାଙ୍କ ଦଳ 1967 ରେ ତାଙ୍କର ପ୍ରୋଟୋଟାଇପ “ବ୍ରାଉନ ବକ୍ସ” ଲଞ୍ଚ କରିଥିଲେ।

1983ରେ ଭିଡିଓ ଗେମ ମାର୍କେଟ କ୍ରାସ ପରେ ଜାପାନର କମ୍ପାନୀ ନିଣ୍ଟେଣ୍ଡୋ ସାମ୍ନାକୁ ଆସିଥିଲା । ନିଣ୍ଟେଣ୍ଡୋ କେତେକ ଗୁରୁତ୍ୱପୂର୍ଣ୍ଣ ଫ୍ରାଞ୍ଚାଇଜ ପାଇଁ ଦାୟୀ । ଯେପରିକି ସୁପର ମାରିଓ ବ୍ରୋସ୍, ଦି ଲିଜେଣ୍ଡ ଅଫ ଜେଲଡା, ଏବଂ ମେଟ୍ରଏଡ । ନିଣ୍ଟେଣ୍ଡୋ 3D ଗେମିଙ୍ଗ ଓ୍ବାଲର୍ଡରେ ଚ୍ୟାଲେଞ୍ଜର ପ୍ରସ୍ତୁତ କରିଥିଲା ।

ଖେଳର ଆଧୁନିକ ଯୁଗ ପ୍ରକୃତରେ ଏକବିଂଶ ଶତାବ୍ଦୀର ଆରମ୍ଭରେ Xbox 360, ପ୍ଲେଷ୍ଟେସନ 3, ଏବଂ ଦି ୱିଇ ସହିତ ଆରମ୍ଭ ହୋଇଥିଲା । ଭିଡିଓ ଗେମ ପରେ ମିଡିଆ ପ୍ଲାଟଫର୍ମ ଉପରେ ଆକ୍ରମଣ କଲା ଏବଂ ଭିଡିଓ ଗେମ ଆପ ଷ୍ଟୋର ଗୁଡିକ ଗେମ ଆପରେ ଭରିଗଲା । କୁଶଳୀ ଖେଳାଳୀମାନଙ୍କ ପାଇଁ ଲାଭଜନକ ପ୍ରତିଯୋଗିତା ବିଶ୍ୱବ୍ୟାପୀ ଆରମ୍ଭ ହେବାକୁ ଲାଗିଲା । ବର୍ତ୍ତମାନ ନିଣ୍ଟେଣ୍ଡୋ, ସୋନି, ଏବଂ ମାଇକ୍ରୋସଫ୍ଟ ପରି ବଡ ଭିଡିଓ ଗେମ କନସୋଲ କମ୍ପାନୀଗୁଡିକ VR ଉପରେ ଦୃଷ୍ଟି ରଖିଛନ୍ତି ।

ମୁଭ ଟୁୱାର୍ଡ ମୋବାଇଲ: 2007ରେ ସ୍ମାର୍ଟଫୋନ ଏବଂ ଆପ ଷ୍ଟୋର ଗୁଡିକ ବଜାରକୁ ଆସିବା ପରେ, ଖେଳ ଆଉ ଏକ ଦ୍ରୁତ ବିବର୍ତ୍ତନ ଅତିକ୍ରମ କରିଛି ଯାହା କେବଳ ଲୋକଙ୍କ ଖେଳ ଖେଳିବା ପଦ୍ଧତିକୁ ବଦଳାଇ ଦେଇନାହିଁ, ବରଂ ଖେଳକୁ ମୁଖ୍ୟ ସ୍ରୋତ ପପ ସଂସ୍କୃତିରେ ମଧ୍ୟ ଏମିତି ମିଶାଇ ଦେଇଥିଲା ଯାହା ଆଗରୁ କେବେ ଦେଖାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.