ETV Bharat / lifestyle

ଖୁବଶୀଘ୍ର ଆମାଜନ ଇକୋ, ଗୁଗୁଲ ନେଷ୍ଟ ଓ FB ପୋର୍ଟାଲ ଡିଭାଇସରେ ଉପଲବ୍ଧ ହେବ Zoom - FB Portal devices

ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି ଯେ, ଲୋକମାନେ ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ସେମାନଙ୍କର ଭିଡିଓ ଯୋଗାଯୋଗ ଆବଶ୍ୟକତା ପାଇଁ ସହଜ ବ୍ୟବହାର ପ୍ରଦର୍ଶନ ଖୋଜୁଛନ୍ତି। ଅଧିକ ପଢନ୍ତୁ...

ଖୁବଶୀଘ୍ର ଆମାଜନ ଇକୋ, ଗୁଗୁଲ ନେଷ୍ଟ ଓ FB ପୋର୍ଟାଲ ଡିଭାଇସରେ ଉପଲବ୍ଧ ହେବ Zoom

author img

By

Published : Aug 23, 2020, 3:34 PM IST

ହାଇଦ୍ରାବାଦ: ଭିଡିଓ ମିଟ ଆପ ଜୁମ ଘୋଷଣା କରିଛି ଯେ, ଏହା ବର୍ତ୍ତମାନ ସ୍ମାର୍ଟ ହୋମ ଡିସପ୍ଲେରେ ଉପଲବ୍ଧ ହେବ । ଯେଉଁଥିରେ ଆମାଜନ ଇକୋ ସୋ, ଫେସବୁକ ପୋର୍ଟାଲ ଏବଂ ଗୁଗୁଲ ନେଷ୍ଟ ହବ ମ୍ୟାକ୍ସ ରହିଛ।

ପୋର୍ଟାଲରେ ଜୁମ ସେପ୍ଟେମ୍ବରରେ ସର୍ବସାଧାରଣରେ ଉପଲବ୍ଧ ହେବାର ଆଶଙ୍କା ରହିଛି । ଏବଂ ବର୍ଷ ଶେଷ ସୁଦ୍ଧା ଇକୋ ସୋ ଏବଂ ଗୁଗୁଲ ନେଷ୍ଟ ହବ ମ୍ୟାକ୍ସରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ଖୁବଶୀଘ୍ର ଆମାଜନ ଇକୋ, ଗୁଗୁଲ ନେଷ୍ଟ ଓ FB ପୋର୍ଟାଲ ଡିଭାଇସରେ ଉପଲବ୍ଧ ହେବ Zoom
ଖୁବଶୀଘ୍ର ଆମାଜନ ଇକୋ, ଗୁଗୁଲ ନେଷ୍ଟ ଓ FB ପୋର୍ଟାଲ ଡିଭାଇସରେ ଉପଲବ୍ଧ ହେବ Zoom

ଜୁମର ମୁଖ୍ୟ ଉତ୍ପାଦ ଅଧିକାରୀ ଓଡେଡ ଗେଲ କହିଛନ୍ତି, "ଏହି ଲୋକପ୍ରିୟ ଡିଭାଇସ ଗୁଡିକୁ ଜୁମ ଆଣିବାକୁ ଉତ୍ସାହିତ ଅଟେ। ଏହା ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି ଯେ, ଲୋକମାନେ ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ସେମାନଙ୍କର ଭିଡିଓ ଯୋଗାଯୋଗ ଆବଶ୍ୟକତା ପାଇଁ ସହଜ ବ୍ୟବହାର ପ୍ରଦର୍ଶନ ଖୋଜୁଛନ୍ତି"।

ଫେସବୁକ ପାଇଁ ଭବିଷ୍ୟତରେ ପୋର୍ଟାଲ ଟିଭି ପାଇଁ ପୋର୍ଟାଲ ମିନି, ପୋର୍ଟାଲ ଏବଂ ପୋର୍ଟାଲ ପ୍ଲାସରେ ଉପଲବ୍ଧ ହେବ । ଇକୋ ଶୋ 8 ଠାରୁ ଆରମ୍ଭ କରି ଜୁମ ଆମେରିକାର ଆମାଜନ ଇକୋ ଶୋ ଡିଭାଇସରେ ଚଳିତ ବର୍ଷ ଶେଷ ହେବ ।

ଆଲେକ୍ସା କମ୍ୟୁନିକେସନର ନିର୍ଦ୍ଦେଶକ ବ୍ରାଏନ ଅଲିଭର କହିଛନ୍ତି, 'ଆମେ ଇକୋ ସୋ’ରେ ଜୁମ ଲଞ୍ଚ କରିବା ଏବଂ ଆଲେକ୍ସା ଗ୍ରାହକଙ୍କ ପାଇଁ ଆଉ ଏକ ବଡ ଭିଡିଓ କଲିଂ ବିକଳ୍ପ ଆଣିବାକୁ ଅପେକ୍ଷା କରିଛୁ'।

ଗୁଗୁଲ ନେଷ୍ଟ ହବ ମ୍ୟାକ୍ସରେ ଜୁମ ଡିଭାଇସ ଉପରେ ଦେଶୀ ଉଚ୍ଚ-ଗୁଣବତ୍ତା ଭିଡିଓ ମିଟିଂର କ୍ଷମତା ବଢାଇବ।

ଗୁଗୁଲ ଆସିଷ୍ଟାଣ୍ଟ ପ୍ରଡକ୍ଟ ମ୍ୟାନେଜମେଣ୍ଟର ବରିଷ୍ଠ ନିର୍ଦ୍ଦେଶକ ଲିଲିୟାନ ରିଙ୍କନ କହିଛନ୍ତି ଯେ, 'ନେଷ୍ଟ ହବ ମ୍ୟାକ୍ସ ଏବଂ ଗୁଗୁଲ ଆସିଷ୍ଟାଣ୍ଟ ସଂଯୁକ୍ତ ରହିବାକୁ ଅନେକ ଉପାୟ ପ୍ରଦାନ କରିଥାଏ । ଏବଂ ଆମର ଉପଭୋକ୍ତାମାନଙ୍କ ପାଇଁ ଆହୁରି ଅଧିକ ବିକଳ୍ପ ଆଣିବାକୁ ଆମେ ଉତ୍ସାହିତ ଅଟୁ'।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.