ETV Bharat / lifestyle

ମନୋରେଞ୍ଜନର ଖୋରାକ ଦେବ ୟୁଟ୍ୟୁବ୍, ମାଗଣାରେ ଦେଖନ୍ତୁ 11 ଟି ଶୋ - youtube-releases-11-new-original-shows

ଘରେ ରହୁଥିବା ଲୋକଙ୍କୁ ମାଗଣାରେ ମନୋରେଞ୍ଜନର ଖୋରାକ ଯୋଗାଇବ ୟୁଟ୍ୟୁବ୍। ବର୍ତ୍ତମାନ ୟୁଟ୍ୟୁବ 11 ଟି ଅରିଜିନାଲ ଶୋକୁ ମାଗଣାରେ ଦେଖିବାକୁ ସୁଯୋଗ ଦେଇଛି। ଅଧିକ ଖବର ପଢନ୍ତୁ...

youtube
ମନୋରେଞ୍ଜନର ଖୋରାକ ଦେବ ୟୁଟ୍ୟୁବ୍, ମାଗଣାରେ ଦେଖନ୍ତୁ 11 ଟି ଶୋ
author img

By

Published : Apr 24, 2020, 2:29 PM IST

ନୂଆଦିଲ୍ଲୀ: ଲକଡାଉଉନ ପାଇଁ ଲୋକେ ଘରେ ବସି ବସି ବୋର ହେଉଛନ୍ତି। ଏହି ସମୟରେ ଘରେ ରହୁଥିବା ଲୋକଙ୍କୁ ମାଗଣାରେ ମନୋରେଞ୍ଜନର ଖୋରାକ ଯୋଗାଇବ ୟୁଟ୍ୟୁବ୍। ବର୍ତ୍ତମାନ ୟୁଟ୍ୟୁବ 11 ଟି ଅରିଜିନାଲ ଶୋକୁ ମାଗଣାରେ ଦେଖିବାକୁ ସୁଯୋଗ ଦେଇଛି।

ସେଥିରୁ କିଛି ସୋ ଆପଣଙ୍କୁ ଶିଖିବାରେ ସାହାଯ୍ୟ କରିବ, କିଛି ଆପଣଙ୍କୁ ହସାଇ ହସାଇ ବେଦମ କରିବ। ଏହି ତାଲିକାରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏନେଇ ୟୁଟ୍ୟୁବ୍ ର ସିଇଓ ସୁଜାନ୍ ୱୋଜିକ୍କି ଏକ ଟ୍ବିଟରେ କହିଛନ୍ତି।

ନ୍ୟୁଜ୍ ପୋର୍ଟାଲ୍ ବେବମ୍ ର ସୂଚନା ଅନୁଯାୟୀ, ୟୁଟ୍ୟୁବ୍ ର ନୂଆ ସୋ ତାଲିକାରେ ରହିଛି 'ସିକ୍ରେଟ୍ ଲାଇଫ୍ ଅଫ୍ ଲେଲେ' ଯାହା ମେ 19 ରେ ମୁକ୍ତିଲାଭ କରିବ। ସେହିପରି ୟୁଟ୍ୟୁବରେ ସାମିଲ ହେବାକୁ ଥିବା ଅନ୍ୟ ଶୋ ରେ ମିଷ୍ଟର ବିଷ୍ଟ ଏବଂ 32 ଅଦର କ୍ରିଏଟର (ଏପ୍ରିଲ୍ 25), ମ୍ୟାଟ୍ ଷ୍ଟେଫାନିନା (ଏପ୍ରିଲ୍ 29), ବୁକ୍ ଟ୍ୟୁବ ଅନ୍ତର୍ଭୁକ୍ତ।

ଏହି ସମୟରେ ନେଟଫ୍ଲିକ୍ସ ମଧ୍ୟ କିଛି ଡକ୍ୟୁମେଣ୍ଟାରୀକୁ ୟୁଟ୍ୟୁବରେ ମାଗଣାରେ ଉପଲବ୍ଧ କରାଇଛି ଯାହା ଶିକ୍ଷକମାନଙ୍କୁ ସେମାନଙ୍କୁ ଅନଲାଇନ କ୍ଲାସରେ ସ୍କ୍ରିନରେ ସହାୟକ ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.