ETV Bharat / lifestyle

କେବଳ ଗୋଟିଏ ମେସେଜ୍ ଆଉ ତା’ପରେ.... - ସାଇବର ସିକ୍ୟୁରିଟି ଫର୍ମ

ମଲ୍ଟିମିଡିଆ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଏକ ବଡ ଫିଚର ଆଣିଛି। ଏହି ଅନୁସାରେ କେବଳ ଗୋଟିଏ ମେସେଜ୍ ଜରିଆରେ ଆପଣଙ୍କ ସମସ୍ତ ଚାଟ୍ ଡିଲିଟ୍ କରାଯାଇପାରିବ । ଅଧିକ ପଢନ୍ତୁ...

କେବଳ ଗୋଟିଏ ମେସଜ୍ ଆଉ ତା’ପରେ....
କେବଳ ଗୋଟିଏ ମେସଜ୍ ଆଉ ତା’ପରେ....
author img

By

Published : Dec 29, 2019, 1:40 AM IST

ନୂଆଦିଲ୍ଲୀ: ଯଦି ଆପଣ ହ୍ବାଟ୍ସଆପ୍ ୟୁର୍ଜସ ତେବେ ଏହି ଖବରଟି ଆପଣଙ୍କ ପାଇଁ । ମଲ୍ଟିମିଡିଆ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଏକ ବଡ ଫିଚର ଆଣିଛି। ଏହି ଅନୁସାରେ କେବଳ ଗୋଟିଏ ମେସେଜ୍ ଜରିଆରେ ଆପଣଙ୍କ ସମସ୍ତ ଚାଟ୍ ଡିଲିଟ୍ କରାଯାଇପାରିବ ।

ଯାହାର ସୂଚନା ସାଇବର ସିକ୍ୟୁରିଟି ଫର୍ମ ଚେକ୍ ପ୍ବାଇଣ୍ଟ ପକ୍ଷରୁ ଦିଆଯାଇଛି । ଫର୍ମ ଏକ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛି ଯେ, ଏହାର ଫାଇଦା ଉଠାଇ ଯେ କୌଣସି ହ୍ବାଟ୍ସଆପ ଗ୍ରୁପର ହ୍ୟାକର ସମସ୍ତ ମେମ୍ବରଙ୍କ ଆପକୁ ଗୋଟିଏ ମେସେଜ୍ ମାଧ୍ୟମରେ କ୍ରାସ୍ କରିପାରିବ ।

କ୍ରାସ ହେବାପରେ ୟୁର୍ଜସଙ୍କୁ ନିଜ ଆପକୁ ଯେମିତି ହେଉ ଅନଇନଷ୍ଟଲ କରିବାକୁ ହେବ। ଏହାପରେ ସେ ପୁନର୍ବାର ଏହାକୁ ଇନଷ୍ଟଲ କରିପାରିବେ । ମାତ୍ର ଗ୍ରୁପର ସମସ୍ତ ଚାଟ ଡିଲିଟ ହୋଇଯିବ ।

ଅନ୍ୟପକ୍ଷରେ ହ୍ବାଟ୍ସଆପ ଏହାର ସୂଚନା ଦେବାସହ କହିଛି ଯେ, ଖୁବଶୀଘ୍ର ଏହାକୁ ଫିକ୍ସ କରିବାକୁ ଏକ ଅପଡେଟ୍ ଜାରି କରାଯିବ । ଅନ୍ୟପଟେ ହ୍ବାଟ୍ସଆପ୍ ଏବଂ ସିକ୍ୟୁରିଟି ଫର୍ମ ଉଭୟ ଚେତାବନୀ ଦେବାସହ କହିଛନ୍ତି, ସମସ୍ତେ ଯଥାଶୀଘ୍ର ହ୍ବାଟ୍ସଆପ ଆପ୍ ଅପଡେଟ୍ କରିନିଅନ୍ତୁ ।

Intro:Body:

PRIYA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.