ETV Bharat / lifestyle

ହ୍ୱାଟସଆପ ପେ କୁ ମିଳିଲା ଗ୍ରୀନ ସିଗନାଲ - google

ହ୍ୱାଟସଆପ ମେସେଜ ଭଳି ସହଜ ହେବ ହ୍ୱାଟସଆପ ପେ । ପେଟିଏମ ଏବଂ ଗୁଗୁଲ ପେ ଭଳି ଆପକୁ ଟକ୍କର ଦେବାକୁ ବଜାରକୁ ଆସୁଛି ହ୍ବାଟସଆପ ପେ । ଆସନ୍ତା 6 ମାସ ଭିତରେ ଏହା ଭାରତରେ ହେବ ଲଞ୍ଚ।

ପ୍ରତିକାତ୍ମକ ଫଟୋ
author img

By

Published : Apr 12, 2019, 11:16 PM IST

ନୂଆଦିଲ୍ଲୀ: ଗୁଗୁଲ ପେ,ଫୋନ ପେ, ପେଟିଏମ ମନି ଟ୍ରାନ୍ସଫର ଆପ୍‌ ଭଳି ଏବେ ଆପଣ ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ପେ’ରେ ମଧ୍ୟ ମନି ଟ୍ରାନ୍ସଫର କରିପାରିବେ। ଖୁବ ଶୀଘ୍ର ଭାରତରେ ଏହି ଆପ ଲଞ୍ଚ ପାଇଁ ମିଳିସାରିଛି ଗ୍ରୀନ ସିଗନାଲ।

ଏହି ଆପ ଦ୍ବାରା ଲୋକେ ଅଧିକ ଉପକୃତ ହେବେ । କାରଣ ଦେଶରେ ଅଧିକ ସଂଖ୍ୟାରେ ହ୍ୱାଟସଆପ ବ୍ୟବହାରକାରୀ ରହିଛନ୍ତି । ଏହି ଆପର ଲଞ୍ଚ ପାଇଁ ବର୍ତ୍ତମାନ ପେମେଣ୍ଟ ପ୍ରକ୍ଟର ବିଟା ଟେଷ୍ଚର ଅନୁମତି ମିଳିସାରିଛି। ଆସନ୍ତା ଛଅ ମାସ ଭିତରେ ଏହା ଭାରତରେ ଲଞ୍ଚ ହେବ ବୋଲି ଖବର ମିଳିଛି।

ସୂଚନା ଅନୁସାରେ, ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NCPI) କମ ମୂଲ୍ୟର ଟଙ୍କା ଟ୍ରାନ୍ସଫର ଟେଷ୍ଟିଂ ପାଇଁ ଅନୁମତି ଦେଇ ସାରିଛି । ବର୍ତ୍ତମାନ ହ୍ୱାଟସଆପ ଏନସିପିଆଇ ସହ କାମ କରୁଥିବା କୁହାଯାଉଛି।

ପେଟିଏମ ବର୍ତ୍ତମାନ ଭାରତର ମନି ଟ୍ରାନ୍ସଫର ଆପ ଭିତରେ ନମ୍ବର ୱାନରେ ରହିଛି । ତେବେ ହ୍ୱାଟସଆପ ପେ ଆସିବା ପରେ ପେଟିଏମର କ୍ଷତି ହୋଇପାରେ । ପେଟିଏମର ମାଲିକ ଏବେ ଠାରୁ ହ୍ୱାଟସଆପ ପେ କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ହ୍ବାଟସଆପ ପେ ଆପ ୟୁଜର୍ସଙ୍କ ପାଇଁ ସୁରକ୍ଷିତ ନୁହେଁ।

Intro:Body:

ddghd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.