ETV Bharat / lifestyle

ଇଲେକ୍ସନ ଇଫେକ୍ଟ: ହ୍ବାଟ୍ସଆପ ଆଣିଲା ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ । ଉପଭୋକ୍ତାଙ୍କ ବ୍ୟବହାରକୁ ଦୃଷ୍ଟିରେ ଏହାର ଫିଚରରେ ଅନେକ ଅପଡେଟ୍ ମଧ୍ୟ କରାଯାଇଥାଏ । ତେବେ ନିର୍ବାଚନକୁ ଆଖି ଆଗରେ ରଖି ହ୍ବାଟ୍ସଆପରେ ଏକ ପରିବର୍ତ୍ତନ କରାଯାଇଛି ।

author img

By

Published : Apr 4, 2019, 7:37 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ । ଏହି ଆପରେ ଅନେକ ସମୟରେ ହୋଇଥାଏ ପିରବର୍ତ୍ତନ । ଏହାସହ ଉପଭୋକ୍ତାଙ୍କ ବ୍ୟବହାରକୁ ଦୃଷ୍ଟିରେ ଏହାର ଫିଚରରେ ଅନେକ ଅପଡେଟ୍ ମଧ୍ୟ କରାଯାଇଥାଏ ।ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଏହାକୁ ଆଖି ଆଗରେ ରଖି ହ୍ବାଟ୍ସଆପରେ ଏକ ପରିବର୍ତ୍ତନ କରାଯାଇଛି । ହ୍ବାଟ୍ସଆପ୍ ଉପଭୋକ୍ତା ଏବେ ନିଜେ ବାଛିପାରିବେ ସେମାନେ କେଉଁ ଗ୍ରୁପରେ ରହିବେ ଏବଂ କେଉଁ ଗ୍ରୁପରେ ରହିବେ ନୁହେଁ। ତେବେ ଏହି ଫିଚର ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦିଆଯାଇଛି।

ହ୍ବାଟ୍ସଆପ୍ ନୂଆ ପ୍ରାଇଭେସି ସେଟିଙ୍ଗରେ ଏହି ଫିଚରରେ ଆଡ କରାଯାଇଛି । ଯେଉଁଥିରେ ଇନଭାଇଟ୍ ସିଷ୍ଟମ ରହିଛି। ଉପଭୋକ୍ତା ନିଜ ପସନ୍ଦ ଅନୁସାରେ ନିଜର ଗ୍ରୁପ ଚୟନ କରିପାରିବେ। ତେବେ ଏହା ପୂର୍ବରୁ ଉପଭୋକ୍ତାଙ୍କୁ ବିନା ଅନୁମତିରେ ଯେକୌଣସି ଗ୍ରୁପରେ ଆଡ କରିବାର ବିକଳ୍ପ ଦିଆଯାଇଥିଲା।

ନିମନ୍ତ୍ରଣ ସ୍ବୀକାର କରିବାକୁ ମିଳିବ ତିନି ଦିନ

ଏହାସହ ହ୍ବାଟ୍ସଆପରେ ଆଉ ଏକ ଫିଚରର ମଧ୍ୟ ଆରମ୍ଭ କରାଯାଇଛି। ଯଦି କେହି ଆପଣଙ୍କୁ କୌଣସି ଗ୍ରୁପରେ ଆଡ କରନ୍ତିତେବେ ଏଥିପାଇଁ ଆପଣଙ୍କ ଅନୁମତି ଦରକାର ହେବ । ଆଉ ଯଦି ଆପଣ ଏହି ନିମନ୍ତ୍ରଣକୁ ତିନିଦିନ ଭିତରେ ଗ୍ରହଣ ନକରନ୍ତି ତେବେ ଏହା ଆପେଆପେ ନାକଚ ହୋଇଯିବ ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.