ETV Bharat / lifestyle

Mi Browser Pro ଓ Meipai ଆପକୁ ନିଷିଦ୍ଧି କଲା ଭାରତ: ରିପୋର୍ଟ

ଭାରତ-ଚୀନ ସଙ୍ଘର୍ଷ ମଧ୍ୟରେ ଭାରତ ପ୍ରଥମେ ଚୀନର 59 ଓ ପରେ 47 ଟି ଚାଇନିଜ ଆପ କୁ ନିଷିଦ୍ଧ କରିଛି । ଅଧିକ ପଢନ୍ତୁ...

Mi Browser Pro ଓ Meipai ଆପକୁ ନିଷିଦ୍ଧି କଲା ଭାରତ: ରିପୋର୍ଟ
Mi Browser Pro ଓ Meipai ଆପକୁ ନିଷିଦ୍ଧି କଲା ଭାରତ: ରିପୋର୍ଟ
author img

By

Published : Aug 6, 2020, 6:00 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ ନିର୍ମାତା Xiaomi's Mi Browser Pro ଏବଂMeitu Technology ସର୍ଟ ଭିଡିଓ ଏବଂ ପ୍ରେଡିକ୍ସନ ଟୁଲ Meipaiରେ 47 ଟି ଚାଇନିଜ ଆପ ତାଲିକା ରହିଛି । ଯାହାକୁ ଭାରତ ଜୁଲାଇ ଶେଷ ଆଡକୁ ନିଷିଦ୍ଧ କରିଥିବା ମିଡିଆ ରିପୋର୍ଟରେ କୁହାଯାଇଛି।

ଜାତୀୟ ସୁରକ୍ଷା ଚିନ୍ତାଧାରା ଉପରେ ଟିକଟକ ଏବଂ ହେଲୋ ସମେତ ଜୁନ ଶେଷରେ ସରକାର 59 ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହି 47ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ସରକାର 59ଟି ଆପ ତାଲିକା ସାର୍ବଜନୀନ କରିଥିବାବେଳେ ଦ୍ୱିତୀୟ ତାଲିକାରେ ଚାଇନିଜ ଆପର ସମସ୍ତ ନାଁ ପ୍ରକାଶ କରି ନାହାଁନ୍ତି । ବିଶ୍ୱାସ କରାଯାଉଥିଲା ଯେ ନୂତନ ତାଲିକାରେ ଥିବା ଅଧିକାଂଶ ଆପଗୁଡ଼ିକ ପୂର୍ବରୁ ନିଷିଦ୍ଧ ହୋଇଥିବା ଆପଗୁଡ଼ିକର କ୍ଲୋନ ଥିଲା । ନିଷିଦ୍ଧ ଚାଇନିଜ ଆପ ଗୁଡିକର ନାମ ହେଉଛି: -

Mi Browser Pro ଓ Meipai ଆପକୁ ନିଷିଦ୍ଧି କଲା ଭାରତ: ରିପୋର୍ଟ
Mi Browser Pro ଓ Meipai ଆପକୁ ନିଷିଦ୍ଧି କଲା ଭାରତ: ରିପୋର୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.