ETV Bharat / lifestyle

ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବ ଗୁଗୁଲ ଫ୍ରି ମିଟ - End of unlimited use of Google Meet from Sept 30

କୋରୋନା ଲକାଡାଉନ ସମୟରେ ଗୁଗୁଲ ଓ୍ବାର୍କ ଫ୍ରମ ହୋମ କରୁଥିବା ବ୍ୟକ୍ତି ବିଷେଷଙ୍କ ପାଇଁ ଗୁଗୁଲ ଫ୍ରି ମିଟ ଆପର ସୁବିଧା କରିଥିବାବେଳେ, ଏବେ ଏହା ଚଳିତ ମାସରେ ଶେଷ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବ ଗୁଗୁଲ ଫ୍ରି ମିଟ

author img

By

Published : Sep 28, 2020, 6:55 PM IST

ହାଇଦ୍ରାବାଦ: ଗୁଗୁଲ ମୁତାବକ, ଏପ୍ରିଲ ମାସରେ ଗୁଗୁଲର ଫ୍ରି ମିଟିଙ୍ଗ 60 ମିନିଟ ପର୍ଯ୍ୟନ୍ତ କରିହେବ । ସେପ୍ଟେମ୍ବର 30 ପରେ ଲାଗୁ ହେବ ଏହି ନିୟମ । କାରଣ କୋରୋନା ମହାମାରୀ ସମୟରେ ଓ୍ବାର୍କ ଫ୍ରମ ହୋମ ଅଧିକ ଲୋକ କରୁଛନ୍ତି।

ସେପ୍ଟେମ୍ବର 30 ପର୍ଯ୍ୟନ୍ତ, ଗୁଗୁଲ ଆକାଉଣ୍ଟ ଥିବା 100 ଜଣ ବ୍ୟକ୍ତିଙ୍କ ସହ ମାଗଣା ମିଟିଙ୍ଗ କରିପାରିବେ।

ଗୁଗୁଲ ମିଟର ନୂଆ ଭର୍ସନ ଯାହା ଭବିଷ୍ୟତରେ ଆସିବ ତାହା ଭଲ ଭାବେ କାମ କରିବ କି ନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି ।

ଗୁଗୁଲ ମିଟର ଆଡଭାନ୍ସ ଫିଚର ଗୁଡିକୁ ଜି ସୁଟ କଷ୍ଟମର ମାନଙ୍କ ପାଇଁ ଫ୍ରି ରେ ଉପଲବ୍ଧ ରହିଛି । ଯେପରିକି ସେମାନେ ଗୋଟିଏ ଥରକରେ 1 ଲକ୍ଷ ଲୋକଙ୍କୁ ଲାଇଭ ଷ୍ଟ୍ରିମ କରିପାରିବେ ।

ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବ ଗୁଗୁଲ ଫ୍ରି ମିଟ
ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବ ଗୁଗୁଲ ଫ୍ରି ମିଟ

ଏହି ଫିଚର ଗୁଡିକ ସାଧାରଣତଃ ଜି ସୁଟ ର "ଏଣ୍ଟରପ୍ରାଇଜ" ସ୍ତରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ, ଯାହାର ମୂଲ୍ୟ ପ୍ରତି ମାସରେ 25 ଡଲାର ଅଟେ ।

ଯେହେତୁ ଏହି ମିଟର ଉନ୍ନତ ଫିଚର ଗୁଡିକ ସମସ୍ତ ଜି ସୁଟର ଏଜୁକେସନାଲ ଭର୍ସନରେ ଫ୍ରି ରହିଛି । ଗୁଗୁଲ ଦେଖିଛି କି ବର୍ତ୍ତମାନ ଏହାର ବ୍ୟବହାର 30 ଗୁଣା ବଢିଯାଇଛି । ଯାହା ବର୍ତ୍ତମାନ 3 ବିଲିୟନ ମିନିଟର ଭିଡିଓ ମିଟିଂ ପ୍ରତିଦନ ହେଉଛି ।

ଗୁଗୁଲ ଏହି ମାସରେ ଏହାର ମିଟ ଆପ ରେ ଏକ ନୂତନ ଫିଚର ଉପସ୍ଥାପନ କରିଛି ଯେଉଁଠାରେ ୟୁଜର୍ସ ମାନେ ଅଟୋ ଏବଂ ଟାଇଲ ଲେଆଉଟ ବିକଳ୍ପରେ ଏକ ସମୟରେ 49 ଜଣଙ୍କୁ ଦେଖିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.