ETV Bharat / lifestyle

ଡାଟାକୁ ସୁରକ୍ଷିତ ରଖେ କର୍ଣ୍ଣଲ ଡାଟା ପ୍ରୋଟେକ୍ସନ୍ ଟେକ୍ନୋଲୋଜି - ୱିଣ୍ଡୋଜ କର୍ଣ୍ଣଲର ଡାଟା

କର୍ଣ୍ଣଲ ଡାଟା ପ୍ରୋଟେକ୍ସନ୍(କେଡିପି) ନାମକ ଟେକ୍ନୋଲୋଜି ଭର୍ଚୁଆଲାଇଜେସନ ଆଧାରିତ ସୁରକ୍ଷା(ଭିବିଏସ) ମାଧ୍ୟମରେ ୱିଣ୍ଡୋଜ କର୍ଣ୍ଣଲର ଡାଟାକୁ ସୁରକ୍ଷିତ ରଖିଥାଏ ।

data protect
data protect
author img

By

Published : Jul 12, 2020, 1:38 AM IST

ସାନ ଫ୍ରାନ୍ସିସ୍କୋ: କର୍ଣ୍ଣଲ ଡାଟା ପ୍ରୋଟେକ୍ସନ୍(କେଡିପି) ନାମକ ଟେକ୍ନୋଲୋଜି ଭର୍ଚୁଆଲାଇଜେସନ ଆଧାରିତ ସୁରକ୍ଷା(ଭିବିଏସ) ମାଧ୍ୟମରେ ୱିଣ୍ଡୋଜ କର୍ଣ୍ଣଲର ଡାଟାକୁ ସୁରକ୍ଷିତ ରଖିଥାଏ ।

କମ୍ପାନୀ ଅନୁଯାୟୀ, କେଡିପି ହେଉଛି ଏପିଆଇ(ଆପ୍ଲିକେସନ ପୋଗ୍ରୋମ ଇଣ୍ଟରଫେସ)ର ଏକ ସେଟ୍ । ଯାହା କିଛି କର୍ଣ୍ଣଲ ମେମୋରୀକୁ କେବହଳ ପଢିବା ପାଇଁ ଅନୁମିତି ଦେଇଥାଏ । ଏଥିସହ ହ୍ୟାକରମାନଙ୍କୁ ସଂରକ୍ଷିତ ଥିବା ମେମୋରୀକୁ ପରିବର୍ତ୍ତନ କରିବାରେ ରୋକିଥାଏ ।

- କର୍ଣ୍ଣଲ ମେମୋରୀକୁ କେବଳ ପଢି ସୁରକ୍ଷା ଦେବାରେ ୱିଣ୍ଡୋଜ୍ କର୍ଣ୍ଣଲ, ଇନବକ୍ସ କମ୍ପନେଣ୍ଟ, ସିକ୍ୟୁରିଟି ପ୍ରଡକ୍ଟ ଏବଂ ଆଣ୍ଟି-ଚିଟ୍ ଏବଂ ଡିଜିଟାଲ୍ ରାଇଟ ମ୍ୟାନେଜମେଣ୍ଟ(ଡିଆରଏମ) ସଫ୍ଟୱେୟାର ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଆପ୍ଲିକେସନ ଅଟେ ।

- କେଡିପି ଟେକ୍ନୋଲୋଜି ବ୍ୟବହାର କରେ । ଯାହା ଡିଫଲ୍ଟ ଦ୍ବାରା ସିକ୍ବର-କୋର୍ ପିସିଗୁଡିକ ଉପରେ ସମର୍ଥ କରେ । ଯାହା ଏକ ନିର୍ଦ୍ଦିଷ୍ଟ ଡିଭାଇସ୍ ଆବଶ୍ୟକତାକୁ କାର୍ଯ୍ୟକାରୀ କରି ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ୍ ଉପରେ ଆଧାରିତ ଟେକ୍ନୋଲୋଜିରେ ଆଇସୋଲେସନ ସିକ୍ୟୁରିଟି ଏବଂ ସମିତ ବିଶ୍ୱାସକୁ ପ୍ରୟୋଗ କରିଥାଏ ।

- ମାଇକ୍ରୋସଫ୍ଟ କହିଛି ଯେ, ଏହା ଫିଚର ଦ୍ବାରା ପ୍ରଦାନ କରାଯାଇଥିବା ସୁରକ୍ଷାକୁ ବଢାଇଥାଏ । ଯାହା ସିଷ୍ଟମକୁ ଏକ ଲେୟାର ସୁରକ୍ଷା ପ୍ରଦାନ କରି କନଫିଗେରେସନ ଡାଟାକୁ ସୁରକ୍ଷା ଦେଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.