ETV Bharat / lifestyle

ଜଲଦି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ - ସୁନ୍ଦର

କିଏ ନ ଚାହେଁ ଟିକେ ସୁନ୍ଦର ଦେଖାଯିବାକୁ। ସେ ଝିଅ ହେଉ କି ପୁଅ, ସମସ୍ତେ ନିଜ ନିଜ ପାରୁ ପର୍ଯ୍ୟନ୍ତ ସୁନ୍ଦର ଦେଖାଯିବାକୁ ପ୍ରଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ପାର୍ଲର ଯାଏ ତ, ଆଉ କିଏ ପ୍ଲାଷ୍ଟିକ ସର୍ଜରୀ କରିଥାଏ। ବ୍ୟସ୍ତବହୁଳ ଜୀବନ ପାଇଁ କେହି ଘରୋଇ ଉପାୟ କରି ନଥାନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 9, 2019, 5:31 AM IST

କିଏ ନ ଚାହେଁ ଟିକେ ସୁନ୍ଦର ଦେଖାଯିବାକୁ। ସେ ଝିଅ ହେଉ କି ପୁଅ, ସମସ୍ତେ ନିଜ ନିଜ ପାରୁ ପର୍ଯ୍ୟନ୍ତ ସୁନ୍ଦର ଦେଖାଯିବାକୁ ପ୍ରଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ପାର୍ଲର ଯାଏ ତ, ଆଉ କିଏ ପ୍ଲାଷ୍ଟିକ ସର୍ଜରୀ କରିଥାଏ। ବ୍ୟସ୍ତବହୁଳ ଜୀବନ ପାଇଁ କେହି ଘରୋଇ ଉପାୟ କରି ନଥାନ୍ତି। ସାଧାରଣତଃ ଏହା ଜାଣି ନଥାନ୍ତି ଯେ, ଘରୋଇ ଉପାୟରେ ଜଣେ ନା କେବଳ ସୁନ୍ଦର ହୋଇଥାଏ, ବରଂ ଜୀବାଣୁ ମୁକ୍ତ ଏବଂ ଉଜ୍ଜ୍ବଳ ତ୍ବଚାର ଅଧିକାରିଣୀ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ପ୍ରୟୋଗ କଲେ ଆପଣ ଖୁବ ଶୀଘ୍ର ସୁନ୍ଦର ହୋଇପାରିବେ..

ଗୋଲାପ ଜଳ ସ୍ପ୍ରେ କରନ୍ତୁ
ମହିଳାମାନେ ସବୁବେଳେ ନିଜ ବ୍ୟାଗରେ ଗୋଲାପ ଜଳ ସ୍ପ୍ରେ ବୋତଲ ଏବଂ ଫ୍ରେସ ଟିସୁ ପେପର ରଖନ୍ତୁ। ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଚେହେରାକୁ ସତେଜତା ଆବଶ୍ୟକ, ସେତେବେଳେ ମୁହଁରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ। କିଛି ସମୟ ପରେ ଏହାକୁ ଫ୍ରେସ ଟିସୁ ପେପରରେ ପୋଛି ଦିଅନ୍ତୁ। 2 ମିନିଟରେ ଆପଣଙ୍କ ମୁହଁ ପୁରା ଫ୍ରେସ ଲାଗିବ। କାରଣ ଗୋଲାପ ଜଳ ତ୍ବଚାକୁ କୋମଳ ରଖିବା ସଙ୍ଗେ ସଙ୍ଗେ ରିଫ୍ରେସିଂ ହୋଇଥାଏ।

ବରଫ ଖଣ୍ଡ ଘଷନ୍ତୁ
ମୁହଁରେ ବରଫ ଖଣ୍ଡ ଘସିବା ଦ୍ବାରା ଏହା ମୁହଁରେ ଥିବା ମୃତ କୋଷିକାକୁ ବାହାର କରିଦେଇଥାଏ। ଫଳରେ ଧୂଳି ଏବଂ ପବନ ଦ୍ବାରା ଶୁଖି ଯାଇଥିବା ଚେହେରା ପୁଣି ଥରେ ସତେଜ ଲାଗିଥାଏ। ଫ୍ରିଜରୁ ବରଫ ଖଣ୍ଡ କାଢି ଏହାକୁ ମୁହଁରେ ଘଷନ୍ତୁ। ଏହା ମୁହଁକୁ 1 ମିନିଟ ମଧ୍ୟରେ ରିଫ୍ରେସ କରି ଦେଇଥାଏ। ଏହା ଏକ ଉପକାରୀ ଟୋନର ହୋଇଥାଏ। ବରଫ ମୁହଁରେ ଥିବା ରକ୍ତ ପ୍ରବାହକୁ ବଢାଇ ଦେଇଥାଏ। ଫଳରେ ଏହା ଚେହେରାକୁ ଜଲଦି ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

ଥଣ୍ଡା କ୍ଷୀରରେ ଟୋନିଂ କରନ୍ତୁ
ଫ୍ରିଜରେ ଥିବା ମଲାଇଯୁକ୍ତ କ୍ଷୀରକୁ ଏକ ପାତ୍ରରେ ଆଣନ୍ତୁ। ତୁଳାକୁ ସେଥିରେ ବୁଡାଇ ଧୀରେ ଧୀରେ ମୁହଁରେ ଲଗାନ୍ତୁ। ଦେଖିବେ ମୁହଁରୁ ସବୁ ମଇଳା ବାହାରିଯିବ। ଏହାଦ୍ବାରା ତ୍ବଚା କୋମଳ ହେବା ସହ ଫ୍ରେସ ଲାଗିଥାଏ। ଥଣ୍ଡା କ୍ଷୀର ଦ୍ବାରା ଆପଣ ଘରେ ବସି ମଧ୍ୟ ଟୋନିଂ ଏବଂ କ୍ଲିନଜିଂ କରିପାରିବେ।

ଗଭୀର ନିଦ୍ରା ଓ ପର୍ଯ୍ୟାପ୍ତ ପାଣି
ଆପଣ ମୁହଁର ସୌନ୍ଦର୍ଯ୍ୟ କେବଳ 2ଟି କାରଣରୁ ହିଁ ନଷ୍ଟ ହୋଇଥାଏ। ଥକ୍କାପଣ ଏବଂ ଧୂଳି ପ୍ରଦୂଷଣ ଚେହେରାର କୋମଳତାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥାଏ। ଉପରୋକ୍ତ ଉପାୟ ଦ୍ବାରା ମୁହଁକୁ ସଫା କରନ୍ତୁ। ଖାଲି କ୍ରିମ ଲଗାଇଲେ କିମ୍ବା ପାର୍ଲର ଗଲେ ଯେ, ମୁହଁ ସୁନ୍ଦର ହେବ ତାହା ଭାବିବା ଭୁଲ। ଚେହେରାର ଗ୍ଲୋ ପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାକୁ ପଡିବ। ଏହାସହ ଯେତିକି ସମୟ ବି ଶୋଉଛନ୍ତି, ସେତିକି ସମୟ ଗଭୀର ନିଦ୍ରାରେ ଶୁଅନ୍ତୁ। ଦେଖିବେ ଖୁବ୍ କମ ଦିନେ ଆପଣ ବହୁତ ସୁନ୍ଦର ଦେଖାଯିବେ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.