ETV Bharat / jagte-raho

ବିମାନ ବନ୍ଦରରୁ ଜବତ ହେଲା ସୁନା

author img

By

Published : Mar 12, 2020, 4:34 AM IST

ଚେନ୍ନାଇ ବିମାନ ବନ୍ଦର ରୁ ସୁନା ଓ ମୂଲ୍ୟବାନ ପଥର ଜବତ । କଷ୍ଟମ ବିଭାଗ ଅଧିକ ତଦନ୍ତ ଜାରି ରଖିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

Chennai airport today seized 1.85 kg gold
ବିମାନ ବନ୍ଦରରୁ ଜବତ ହେଲା ସୁନା

ଚେନ୍ନାଇ: ବିମାନ ବନ୍ଦରରୁ ସୁନା ଓ ମୁଲ୍ୟବାନ ପଥର ଜବତ । ଅଳ୍ପ ଦିନର ବିରତି ପରେ ପୁଣି ଚେନ୍ନାଇ ବିମାନ ବନ୍ଦରରୁ ସୁନା ଓ ବହୁମୁଲ୍ୟର ପଥର ଜବତ କରିଛି କଷ୍ଟମ ବିଭାଗ ।

ବିମାନ ବନ୍ଦର କଷ୍ଟମ ବିଭାଗ ପକ୍ଷରୁ 84 ଲକ୍ଷ୍ୟ ମୁଲ୍ୟର 1 କେଜି ସୁନା ଜବତ ହୋଇଥିବା ବେଳେ 31.4 ଲକ୍ଷ ଟଙ୍କାର ମୁଲ୍ୟବାନ ପଥର ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.