ETV Bharat / jagte-raho

ବିମାନ ବନ୍ଦରରୁ 60 ଲକ୍ଷ ଟଙ୍କାର ସୁନା ଜବତ - ସୁନା ଚାଲାଣ ବେଳେ ଧରାପଡିଲେ ବିମାନ ଯାତ୍ରୀ

ସୁନା ଚାଲାଣ ବେଳେ ଧରାପଡିଲେ ବିମାନ ଯାତ୍ରୀ । ଜବତ ହେଲା 60 ଲକ୍ଷ ଟଙ୍କାର 1.32 କେଜିର ସୁନା । ଏନେଇ ତଦନ୍ତ ଜାରି ରଖିଛନ୍ତି କଷ୍ଟମ ଅଧିକାରୀ । ଅଧିକ ସୂଚନା ପାଇଁ ପଢନ୍ତୁ ...

1.32 kg gold worth Rs 60 lakh seized in Chennai International Airport
ବିମାନ ବନ୍ଦରରୁ ଜବତ ହେଲା 60 ଲକ୍ଷ ଟଙ୍କାର ସୁନା
author img

By

Published : Mar 10, 2020, 8:13 PM IST

ଚେନ୍ନାଇ: ଜବତ ହେଲା 60 ଲକ୍ଷ ଟଙ୍କାର ସୁନା । ମଙ୍ଗଳବାର ଚେନ୍ନାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ଜବତ ହୋଇଛି 1.32 କେଜି ସୁନା । କଷ୍ଟମ ଆକ୍ଟ ଅନୁୟାୟୀ ଅଧିକାରୀମାନେ ଏହି ସୁନା ଜବତ କରିଛନ୍ତି । ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

ସେହିଭଳି ଏହାପୂର୍ବରୁ ରବିବାର ଦିନ ଚେନ୍ନାଇ ବିମାନବନ୍ଦରରେ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀଙ୍କ ଠାରୁ 37.3 ଲକ୍ଷ ଟଙ୍କା ମୂଲ୍ୟର ତିନି ବଣ୍ଡଲ ସୁନା ପେଷ୍ଟ ଜବତ କରାଯିବା ପରେ ଗିରଫ କରାଯାଇଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.