ETV Bharat / international

NATOରେ ମିଶିବେ ଫିନଲ୍ୟାଣ୍ଡ ଓ ସ୍ୱିଡେନ! - ନାଟୋରେ ମିଶିବେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ!

ଋଷିଆ ଓ ୟୁକ୍ରେନ ଯୁଦ୍ଧରେ ପରେ ନିଜ ଦେଶକୁ ବାହାର ଶତ୍ରୁଙ୍କ ଆକ୍ରମଣ କବଳରୁ ରକ୍ଷା କରିବାକୁ ୟୁରୋପୀୟ ଦେଶ ସଜବାଜ । ତେବେ ନାଟୋ(NATO)ରେ ମିଶିବା ଲାଗି ସ୍ବିଡେନ ଆଗଭର ଥିବା ଜଣାପଡିଛି । ଅଧିକ ପଢନ୍ତୁ

NATOରେ ମିଶିବେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ!
NATOରେ ମିଶିବେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ!
author img

By

Published : Apr 13, 2022, 6:17 PM IST

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ଯୁଦ୍ଧରେ ପରେ ନିଜ ଦେଶକୁ ବାହାର ଶତ୍ରୁଙ୍କ ଆକ୍ରମଣ କବଳରୁ ରକ୍ଷା କରିବାକୁ ୟୁରୋପୀୟ ଦେଶ ସଜବାଜ । ତେବେ ନାଟୋ(NATO)ରେ ମିଶିବା ଲାଗି ସ୍ବିଡେନ ଆଗଭର ଥିବା ଜଣାପଡିଛି । ଏଥିପାଇଁ ସ୍ବିଡେନ ନାଟୋ(NATO) ଦେଶ ସଂଗଠନରେ ମିଶିବା ଲାଗି ଆବେଦନ କରିଥିବା ଜଣାପଡିଛି ।

ସେହିପରି ସ୍ବିଡେନ ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡର୍ସନ୍‌ ନାଟୋ(NATO)ରେ ମିଶିବା ନେଇ ଆଗ୍ରହୀ ଥିବା ଜଣାପଡିଛି । ଏଥିପାଇଁ ସେ ଆବେଦନ କରିଥିବା ମଧ୍ୟ ଚର୍ଚ୍ଚା ହୋଇଛି । ଏହା ସହିତ ଫିନଲ୍ୟାଣ୍ଡ କହିଛି ଯେ, ସୁରକ୍ଷା ମିଳିତ ମଞ୍ଚରେ(NATO) ଯୋଗଦେବା ଉପରେ ଏକ ବିତର୍କ ଖୋଲିବାକୁ କହିଛି ।

ଅନ୍ୟପଟେ ୟୁକ୍ରେନ ଉପରେ ନାଟୋ(NATO)ରେ ମିଶିବା ନେଇ ଚିନ୍ତା କରିବାରୁ ଋଷ ଯେଉଁ ଭଳି ଆକ୍ରମଣ ଜାରି ରଖିଛି, ସେହିଭଳି ଯଦି ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ଯୋଗ ଦେବା କଥା ଚିନ୍ତା କରିବେ ତାଙ୍କର ବିନାଶ କରାଯିବ ବୋଲି ମସ୍କୋ ଚେତାବନୀ ଦେଇଛି । ତେବେ ଦେଶର ସୁରକ୍ଷା ଲାଗି ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ନାଟୋ(NATO)ରେ ଯୋଗଦେବାକୁ ସ୍ଥିର କରିଥିବା ବେଳେ ଋଷ ଏହାକୁ ବିରୋଧ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.