ETV Bharat / international

ଥାଇଲ୍ୟାଣ୍ଡ ଗସ୍ତ କରିବେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

author img

By

Published : Aug 10, 2022, 9:58 PM IST

ସିଙ୍ଗାପୁରରୁ ଥାଇଲ୍ୟାଣ୍ଡ ଯିବେ ଶ୍ରୀଲଙ୍କାର ପଳାତକ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଶ୍ରୀଲଙ୍କା ଗୃହ ଯୁଦ୍ଧ ପରିସ୍ଥିତିରେ ଛାଡିଥିଲେ ଦେଶ । ଅଧିକ ପଢନ୍ତୁ

ଥାଇଲ୍ୟାଣ୍ଡକୁ ଯିବେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜ

ସିଙ୍ଗାପୁର: ଶ୍ରୀଲଙ୍କାରୁ ପଳାୟନ କରି ସିଙ୍ଗାପୁରରେ ଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଥାଇଲ୍ୟାଣ୍ଡ ଯିବା ପାଇଁ ଆଗ୍ରହୀ । ସେ ଏବେ ସିଙ୍ଗାପୁରରେ ଥିବା ବେଳେ ଆସନ୍ତାକାଲି (ଗୁରୁବାର) ସେ ଥାଇଲ୍ୟାଣ୍ଡରେ ପହଞ୍ଚିପାରନ୍ତି । ସେ ଥାଇଲ୍ୟାଣ୍ଡ ଗସ୍ତ କରିବା ନେଇ ସେଠାକାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ ମଧ୍ୟ କରିଥିବା ଜଣାପଡିଛି । ଗୋଟାବାୟାଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟ ଗ୍ରହଣ କରିଥିବା ମଧ୍ୟ ସୂଚନା ଦେଇଛି ।

  • Thai Foreign Ministry confirms it received a request from former Sri Lankan President Gotabaya Rajapaksa to visit the country adding that he hasn't sought asylum. Thai Government says it has no issue with Rajapaksa's visit, reports Sri Lanka's Daily Mirror

    (File Pic) pic.twitter.com/1xhgMI5ykc

    — ANI (@ANI) August 10, 2022 " class="align-text-top noRightClick twitterSection" data=" ">

ଗୋଟାବାୟାଙ୍କ ଗସ୍ତ ନେଇ ମଧ୍ୟ ଥାଇଲ୍ୟାଣ୍ଡର କୌଣସି ଆପତ୍ତି ନଥିବା ଜଣାପଡିବା ପରେ ସେ ଆସନ୍ତାକାଲି ଥାଇଲ୍ୟାଣ୍ଡ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି । ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯିବା ପରେ କିଛି ଦିନ ଅର୍ନ୍ତଧ୍ୟାନ ରହିଥିଲେ ତତ୍କାଳୀନ ରାଷ୍ଟ୍ରପତି ଗୋଟୋବାୟା । ପରେ ସେ ହଠାତ ଦେଶଛାଡି ମାଳଦ୍ବୀପ ଚାଲି ଯାଇଥିଲେ । ସେଠାରୁ ସେ ଜୁଲାଇ 14 ତାରିଖରେ ସିଙ୍ଗାପୁର ଚାଲିଯିବା ସହ ସେବେଠାରୁ ସେ ସେଠାରେ ହିଁ ରହିଛନ୍ତି । ଏବେ ସେ ଥାଇଲ୍ୟାଣ୍ଡ ଯିବାପାଇଁ ବାହାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.