ETV Bharat / international

ଡେନମାର୍କ ରାଣୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି - ଡେନମାର୍କ ରାଣୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ ମୋଦି । ମଙ୍ଗଳବାର ଡେନମାର୍କର ରାଣୀ ମାର୍ଗ୍ରେଥ୍‌ ଦ୍ବିତୀୟଙ୍କୁ ତାଙ୍କ ପ୍ୟାଲେସରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଡେନମାର୍କ ରାଣୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 4, 2022, 12:03 PM IST

କୋପେନହେଗେନ: 3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ ମୋଦି । ମଙ୍ଗଳବାର ଡେନମାର୍କର ରାଣୀ ମାର୍ଗ୍ରେଥ ଦ୍ବିତୀୟଙ୍କୁ ତାଙ୍କ ପ୍ୟାଲେସରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଗ୍ରେଥଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସୁବ୍ରତ ବାଗଚୀ ।

  • Her Majesty, the Queen of the Kingdom of Denmark, Margrethe II extended a warm reception to PM @narendramodi.

    Prime Minister felicitated Her Majesty on the occasion of the Golden Jubilee of her reign. pic.twitter.com/7DGqMz0n2j

    — Arindam Bagchi (@MEAIndia) May 3, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ଆଜି India-Nordic ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

82 ବର୍ଷୀୟ ରାଣୀ 1972 ମସିହାରୁ ଡେନମାର୍କର ରାଜତନ୍ତ୍ର ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଏପ୍ରିଲ୍ 27 ରେ ରାଜପ୍ରସାଦ କଙ୍ଗେହୁସେଟରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଥିଲା କହିଛି ଯେ ରାଣୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଏବଂ ଆମାଲିଏନବର୍ଗର ରାତ୍ରୀଭୋଜନ କରିବେ । ଦୀର୍ଘ 20 ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଡେନମାର୍କ ଗସ୍ତ କରିଥିବା ରୟାଲ ହାଉସ ପକ୍ଷରୁ କୁହାଯାଇଛି ।

  • #WATCH | Queen of the Kingdom of Denmark, Margrethe II hosted an official dinner for Prime Minister Narendra Modi at Amalienborg Palace in Copenhagen, Denmark. pic.twitter.com/HaU9vYre0y

    — ANI (@ANI) May 3, 2022 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, 3 ଦିନିଆ ବିଦେଶ ଗସ୍ତରେ ପ୍ରଥମେ ଜର୍ମାନର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତକାଲି ଡେନମାର୍କ ଗସ୍ତ କରି ଭାରତ-ଡେନମାର୍କ ବିଜନେସ ଫୋରମରେ ସାମିଲ ହୋଇଥିଲେ । ଆଜି ଫ୍ରାନ୍ସ ଗସ୍ତ କରିବେ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.