ETV Bharat / international

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ - ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ମୁସାରଫ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ମୃତ୍ୟୁ ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ତେବେ ଏହା ଏକ ଗୁଜବ ଖବର ବୋଲି ମୁସାରଫ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ପଢ଼ନ୍ତୁ

ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ମୁସାରଫ, ଠିକ୍‌ ହେବା କଷ୍ଟକର

author img

By

Published : Jun 10, 2022, 7:54 PM IST

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ମୃତ୍ୟୁ ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ତେବେ ଏହା ଏକ ଗୁଜବ ଖବର ବୋଲି ମୁସାରଫ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁସାରଫଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ନାହିଁ । ସେ ହସ୍ପିଟାଲ୍‌ରେ ଭର୍ତ୍ତି ଅଛନ୍ତି ।

  • Message from Family:

    He is not on the ventilator. Has been hospitalized for the last 3 weeks due to a complication of his ailment (Amyloidosis). Going through a difficult stage where recovery is not possible and organs are malfunctioning. Pray for ease in his daily living. pic.twitter.com/xuFIdhFOnc

    — Pervez Musharraf (@P_Musharraf) June 10, 2022 " class="align-text-top noRightClick twitterSection" data=" ">

ଗତ ୩ ସପ୍ତାହ ହେଲା ମୁସାରଫଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅଚଳ ହୋଇ ପଡ଼ିଛି । ତେବେ ଏହି ସବୁ ଅଙ୍ଗ ଠିକ୍‌ ହେବା ଏତେଟା ସମ୍ଭବ ନୁହେଁ । ତାଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ମୁସାରଫଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

୧୯୯୯ ମସିହାରେ ପରଭେଜ ମୁସାରଫ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କଠାରୁ ସମସ୍ତ କ୍ଷମତା ହାତେଇ ନେଇଥିଲେ । ଏହାପରେ ସେହି ବର୍ଷ କାଶ୍ମୀର ହାତେଇବାକୁ ଯାଇ ଭାରତ ଉପରକୁ ଆକ୍ରମଣ କରିଥିଲେ । ତିନି ମାସ ଧରି ଏହି ଯୁଦ୍ଧ ଚାଲିବା ପରେ ଶେଷରେ ଭାରତ କାରଗିଲ୍‌ ଯୁଦ୍ଧରେ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.