ETV Bharat / international

ହାରିସଙ୍କ ପ୍ରତିରକ୍ଷା ପରାମର୍ଶଦାତା ହେଲେ ଭାରତୀୟ ବଂଶୋଦ୍ଭବ - shanti sethi news

ନୌସେନା ଅଧିକାରୀ ଶାନ୍ତି ସେଠୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ କାର୍ଯ୍ୟନିର୍ବାହୀ ସଚିବ ତଥା ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ହାରିସଙ୍କ ପ୍ରତିପକ୍ଷ ଉପଦେଷ୍ଟା ହେଲେ ଭାରତୀୟ ବଂଶୋଦ୍ଭବ

author img

By

Published : Apr 20, 2022, 8:49 AM IST

ୱାଶିଂଟନ: ହାରିସଙ୍କ ପ୍ରତିରକ୍ଷା ପରାମର୍ଶଦାତା ହେଲେ ଭାରତୀୟ ବଂଶୋଦ୍ଭବ । ନୌସେନା ଅଧିକାରୀ ଶାନ୍ତି ସେଠୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ କାର୍ଯ୍ୟନିର୍ବାହୀ ସଚିବ ତଥା ପ୍ରତିରକ୍ଷା ପରାମର୍ଶଦାତା ଭାବେ ଯୋଗ ଦେଇଛନ୍ତି । ସେ ଆମେରିକା ନୌସେନା ଯୁଦ୍ଧଜାହାଜର ପ୍ରଥମ ଭାରତୀୟ ଆମେରିକୀୟ କମାଣ୍ଡର ଥିଲେ।

2010 ଡିସେମ୍ବରରୁ 2012 ମେ ପର୍ଯ୍ୟନ୍ତ ସେ ଗାଇଡେଡ ମିଶାଇଲ ଡେଷ୍ଟ୍ରୟର ୟୁଏସଏସ ଡେକାଟୁରର କମାଣ୍ଡର ରହିଥିଲେ । ସେ 1993ରେ ନୌସେନାରେ ଯୋଗ ଦେଇଥିଲେ । ତାଙ୍କ ସମୟରେ ଏକ୍ସ୍ଲସନ ଆକ୍ଟ ପ୍ରତ୍ୟାହାର ହୋଇଥିଲା । ଏକ ସାକ୍ଷାତକାରରେ ଶାନ୍ତି ସେଠୀ କହିଥିଲେ ଯେ ସେ ତାଙ୍କ କ୍ୟାରିୟରେ ଏକ ନିଦ୍ଧିଷ୍ଟ ପଥ ପାଇବାକୁ ଆଗେଇ ଆସିଥିଲେ ।

ଶାନ୍ତି ସେଠୀଙ୍କ ପିତା 1960 ଦଶକ ପୂର୍ବରୁ ଭାରତରୁ ଆମେରିକା ଯାଇଥିଲେ । ଶାନ୍ତିଙ୍କ ଜନ୍ମ ଆମେରିକାର ନେଭାଡା ଅନ୍ତର୍ଗତ ରିନୋରେ । ତାଙ୍କ ବାପା ଭାରତୀୟ ହୋଇଥିବାବେଳେ ମାଆ କାନାଡା ଦେଶର । କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.