ETV Bharat / international

Earthquake In Tadine: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଟାଡାଇନ

author img

By

Published : Mar 31, 2022, 9:59 AM IST

ଭୂକମ୍ପ ଝଟକାରେ ଥରିଲା ଟାଡାଇନ୍‌ (Earthquake in Tadine) । ନ୍ୟୁ କାଲେଡୋନିଆ ଅଞ୍ଚଳର ଟାଡାଇନ୍‌ରେ 7.0 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Earthquake in Tadine: ଟାଡାଇନରେ ଭୂକମ୍ପ ଝଟକା

ପ୍ୟାରିସ: ଫ୍ରାନ୍ସର ନ୍ୟୁ କାଲେଡୋନିଆ ଅଞ୍ଚଳର ଟାଡାଇନ୍‌ରେ ଭୂକମ୍ପ ଝଟକା(Earthquake in Tadine) । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(USGS) ପକ୍ଷରୁ ଗୁରବାର ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଟାଡାଇନର ୨୭୨ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଭୂକମ୍ପ ପରେ ସୁନାମି ହେବାର ଆଶଙ୍କା ନାହିଁ ବୋଲି ଆମେରିକାର ସୁନାମି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.