ପୋର୍ଟ ଭିଲ୍ଲା: ଭୂକମ୍ପରେ ଥରିଲା ଭାନୁଆତୁ ଦ୍ବୀପ। । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ଆକଳନ ହୋଇଛି । ମଙ୍ଗଳବାର ମଧ୍ୟରାତ୍ରି 2.40 ମିନିଟରେ ଭାନୁଆତୁ ଦ୍ବୀପର ପୋର୍ଟ ଭିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:6.1, Occurred on 12-07-2022, 02:40:54 IST, Lat: -18.26 & Long: 169.24, Depth: 10 Km ,Location: 112km ESE of Port-Vila, Vanuatu for more information download the BhooKamp App https://t.co/VXAxjsvIUu @ndmaindia @Indiametdept pic.twitter.com/6zdaLaggtf
— National Center for Seismology (@NCS_Earthquake) July 11, 2022 " class="align-text-top noRightClick twitterSection" data="
">Earthquake of Magnitude:6.1, Occurred on 12-07-2022, 02:40:54 IST, Lat: -18.26 & Long: 169.24, Depth: 10 Km ,Location: 112km ESE of Port-Vila, Vanuatu for more information download the BhooKamp App https://t.co/VXAxjsvIUu @ndmaindia @Indiametdept pic.twitter.com/6zdaLaggtf
— National Center for Seismology (@NCS_Earthquake) July 11, 2022Earthquake of Magnitude:6.1, Occurred on 12-07-2022, 02:40:54 IST, Lat: -18.26 & Long: 169.24, Depth: 10 Km ,Location: 112km ESE of Port-Vila, Vanuatu for more information download the BhooKamp App https://t.co/VXAxjsvIUu @ndmaindia @Indiametdept pic.twitter.com/6zdaLaggtf
— National Center for Seismology (@NCS_Earthquake) July 11, 2022
ଭୂକମ୍ପର ଗଭୀରତା 10 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ -18.26 ରହିଥିବାବେଳେ ଦ୍ରାଘିମା 169.24 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।