କାବୁଲ: ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ଆକଳନ ହୋଇଛି । ମଙ୍ଗଳବାର ମଧ୍ୟରାତ୍ରୀ 12.52 ମିନିଟରେ ଆଫଗାନିସ୍ତାନର କାବୁଲରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.8, Occurred on 19-07-2022, 00:52:58 IST, Lat: 34.02 & Long: 67.93, Depth: 180 Km ,Location: 131km WSW of Kabul , Afghanistan for more information download the BhooKamp App https://t.co/vybSUc6w8f@Indiametdept @ndmaindia pic.twitter.com/LS2eQvErpp
— National Center for Seismology (@NCS_Earthquake) July 18, 2022 " class="align-text-top noRightClick twitterSection" data="
">Earthquake of Magnitude:4.8, Occurred on 19-07-2022, 00:52:58 IST, Lat: 34.02 & Long: 67.93, Depth: 180 Km ,Location: 131km WSW of Kabul , Afghanistan for more information download the BhooKamp App https://t.co/vybSUc6w8f@Indiametdept @ndmaindia pic.twitter.com/LS2eQvErpp
— National Center for Seismology (@NCS_Earthquake) July 18, 2022Earthquake of Magnitude:4.8, Occurred on 19-07-2022, 00:52:58 IST, Lat: 34.02 & Long: 67.93, Depth: 180 Km ,Location: 131km WSW of Kabul , Afghanistan for more information download the BhooKamp App https://t.co/vybSUc6w8f@Indiametdept @ndmaindia pic.twitter.com/LS2eQvErpp
— National Center for Seismology (@NCS_Earthquake) July 18, 2022
ଭୂକମ୍ପର ଗଭୀରତା 180 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 34.2 ରହିଥିବାବେଳେ ଦ୍ରାଘିମା 67.93 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।