ETV Bharat / international

ବିଲ୍‌ ଗେଟ୍‌ସଙ୍କୁ କୋରୋନା - ବିଲ୍‌ ଗେଟ୍‌ସଙ୍କୁ କୋରୋନା

କୋରୋନା ସଂକ୍ରମିତ ହେଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା(Microsoft co-founder )ବିଲ୍‌ ଗେଟ୍‌ସ । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ବିଲ୍‌ ଗେଟ୍‌ସଙ୍କୁ କୋରୋନା
ବିଲ୍‌ ଗେଟ୍‌ସଙ୍କୁ କୋରୋନା
author img

By

Published : May 11, 2022, 12:34 PM IST

ୱାସିଂଟନ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା(Microsoft co-founder )ବିଲ୍‌ ଗେଟ୍‌ସଙ୍କୁ କୋରୋନା । ସେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି(Bill Gates tests positive for Covid-19) । ମଙ୍ଗଳବାର ଏନେଇ ବିଲ୍‌ ଗେଟ୍‌ସ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି । ତାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି । ଏକ୍ସପର୍ଟଙ୍କ ପରାମର୍ଶକ୍ରମେ ସୁସ୍ଥ ନ ହେବା ଯାଏଁ ସେ ଆଇସୋଲେସନରେ ରହିବେ ବୋଲି ଗେଟ୍‌ସ କହିଛନ୍ତି ।

  • I've tested positive for COVID. I'm experiencing mild symptoms and am following the experts' advice by isolating until I'm healthy again.

    — Bill Gates (@BillGates) May 10, 2022 " class="align-text-top noRightClick twitterSection" data=" ">

ବିଲ୍ ଗେଟ୍‌ସ ପୂର୍ବରୁ ବୁଷ୍ଟର ଡୋଜ ନେଇସାରିଛନ୍ତି । ଏହାସତ୍ତ୍ବେ ମଧ୍ୟ ସେ ପୁଣିଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ବୁଷ୍ଟର ଡୋଜ ନେଇଥିବାର ଅନ୍ୟ ଏକ ଟ୍ବିଟରେ ବିଲ୍‌ ଗେଟ୍‌ସ କହିଛନ୍ତି ଏବଂ ତାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁଥିବା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.