ETV Bharat / international

ମୋଦିଙ୍କ ସରଳତା: ସୋଫାରେ ନ ବସି ଚେୟାରରେ ବସିଲେ - ସୋସିଆଲ ମିଡିଆ

ଋଷ ଗସ୍ତ ସମୟରେ ଏକ ଫଟୋ ସେସନ ବେଳେ ମୋଦିଙ୍କ ପାଇଁ ସୋଫା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ଚେୟାରରେ ବସିଛନ୍ତି । ଏହି ଘଟଣାକୁ ପୀୟୂଷ ଗୋଏଲ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର/@PiyushGoyal
author img

By

Published : Sep 6, 2019, 2:19 PM IST

ଭ୍ଲାଡିଭୋଷ୍ଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରଳତାର ଅନ୍ୟ ଏକ ଉଦାହରଣ ଦେଖାଇଛନ୍ତି । ଋଷ ଗସ୍ତରେ ଯାଇଥିବା ମୋଦି ଏକ ଫଟୋ ସେସନ ବେଳେ ତାଙ୍କ ବସିବା ପାଇଁ ସ୍ବତନ୍ତ୍ର ସୋଫାର ବ୍ୟବସ୍ଥା କରାଯାଇଥିଲା । ହେଲେ ସେ ସୋଫାକୁ ହଟାଇବାକୁ ଅଧିକାରୀଙ୍କୁ କହିଥିଲେ। ଏହାପରେ ଅନ୍ୟମାନଙ୍କ ସହ ସାଧାରଣ ଚେୟାରରେ ବସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

modi
ଫଟୋ ସୌଜନ୍ୟ: ଟ୍ବିଟର/@PiyushGoyal
ଭିଡିଓ ସୌଜନ୍ୟ: ଟ୍ବିଟର/@PiyushGoyal

ଏହାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ନିଜ ଟ୍ବିଟରରେ ଉଲ୍ଲେଖ କରିବା ସହ ଭିଡିଓ ସେୟାର କରିଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ‘ମୋଦିଜୀଙ୍କର ସରଳତାର ଅନ୍ୟ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ସେ ତାଙ୍କ ପାଇଁ କରାଯାଇଥିବା ବିଶେଷ ବ୍ୟବସ୍ଥାକୁ ହଟାଇବା ସହ ଅନ୍ୟମାନଙ୍କ ସହ ସାଧାରଣ ଚେୟାରରେ ବସିଛନ୍ତି । ’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.