ETV Bharat / international

10ଜଣ ଇରାକୀ ସୈନ୍ୟଙ୍କୁ ହତ୍ୟା କଲେ ଆଇଏସ ଆତଙ୍କବାଦୀ - IS militants

ସମରା ସହର ନିକଟରେ ଏକ ସମନ୍ବିତ ଆକ୍ରମଣରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଅତି କମରେ 10 ଜଣ ଇରାକୀ ସୈନିକଙ୍କୁ ହତ୍ୟା କରିଛନ୍ତି ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

IS militants
10ଜଣ ଇରାକୀ ସୈନ୍ୟଙ୍କୁ ହତ୍ୟା
author img

By

Published : May 3, 2020, 2:52 PM IST

ବାଗଦାଦ୍: ସମରା ସହର ନିକଟରେ ଏକ ସମନ୍ବିତ ଆକ୍ରମଣରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଅତି କମରେ 10 ଜଣ ଇରାକୀ ସୈନିକଙ୍କୁ ହତ୍ୟା କରିଛନ୍ତି ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଉଗ୍ରବାଦୀ ଗୋଷ୍ଠୀକୁ ଚିନ୍ତାରେ ପକାଇ ଦେଇଛି ।

ସରକାରଙ୍କ ସହ ମିଶିଥିବା ଶିଆ ମିଲିସିଆର ଏକ ଗୋଷ୍ଠୀ, ସାମରିକ ବାହିନୀ ଓ ପପୁଲାର ମୋବିଲାଇଜେସନ୍ ଫୋର୍ସ ଏହି ଆକ୍ରମଣର ଅଲଗା ଅଲଗା ବିବୃତ୍ତି ପ୍ରକାଶ କରିଛନ୍ତି । କୋରୋନା ସମୟରେ ଏଭଳି ସାଂଘାତିକ ଆକ୍ରମଣ ସବୁଠାରୁ ମାରାତ୍ମକ ଥିଲା । ଗୋଟେପଟେ ସରକାର କୋରୋନା ଜନିତ ଆର୍ଥିକ ସଙ୍କଟ ସହ ମୁକାବିଲା କରୁଛନ୍ତି ଓ ଅନ୍ୟପଟେ ସୈନ୍ୟ ଉପରେ ଆକ୍ରମଣ ।

ତିନି ବର୍ଷର ଅଭିଯାନ ପରେ ଇରାକ ଡିସେମ୍ବର 2017 ରେ ଆଇଏସ୍ ଉପରେ ବିଜୟ ଘୋଷଣା କରିଥିଲା। ଏହା ପରେ ଇରାକର ଏକ ଗୋଷ୍ଠୀ ପଡୋଶୀ ସିରିଆକୁ ନିୟନ୍ତ୍ରଣ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.