ETV Bharat / international

ଆଇଏସ ଆତଙ୍କବାଦ ବିରୁଦ୍ଧରେ ହେବ ଶେଷ ସଂଗ୍ରାମ: ଇରାକ ପ୍ରଧାନମନ୍ତ୍ରୀ

ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ କାଢିମିଙ୍କ ବଡ ବୟାନ । ଇସଲାମିକ ଷ୍ଟେଟ(ଆଇଏସ) ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେବାକୁ ଇରାକୀ ସୈନ୍ୟ ଏକ ବଡଧରଣର ଆକ୍ରମଣ କରିବାକୁ ଯାଉଛି । ଏଥିସହିତ ଆଗାମୀ ଆକ୍ରମଣରେ ଅର୍ଦ୍ଧସାମରୀକ ବାହିନୀରେ ଲଢୁଆ ହାଶଦ ଶାବି ଯୁଦ୍ଧବିମାନ ସୈନ୍ୟବାହିନୀର ସବୁଠୁ ଆଗରେ ରହିବ ବୋଲି କହିଛନ୍ତି ।

Iraqi PM says security forces to launch anti-IS offensive
ଆଇଏସ ଆତଙ୍କବାଦ ବିରୁଦ୍ଧରେ ହେବ ଶେଷ ସଂଗ୍ରାମ: ଇରାକ ପ୍ରଧାନମନ୍ତ୍ରୀ
author img

By

Published : May 17, 2020, 1:15 PM IST

ବଗଦାଦ: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ କାଢିମିଙ୍କ ବଡ ବୟାନ । ଇସଲାମିକ ଷ୍ଟେଟ(ଆଇଏସ) ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେବାକୁ ଇରାକୀ ସୈନ୍ୟ ଏକ ବଡଧରଣର ଆକ୍ରମଣ କରିବାକୁ ଯାଉଛି । ଏଥିସହିତ ଆଗାମୀ ଆକ୍ରମଣରେ ଅର୍ଦ୍ଧସାମରିକ ବାହିନୀରେ ଲଢୁଆ ହାଶଦ ଶାବି ଯୁଦ୍ଧବିମାନ ସୈନ୍ୟବାହିନୀର ସବୁଠୁ ଆଗରେ ରହିବ ବୋଲି କହିଛନ୍ତି ।

Iraqi PM says security forces to launch anti-IS offensive
ଆଇଏସ ଆତଙ୍କବାଦ ବିରୁଦ୍ଧରେ ହେବ ଶେଷ ସଂଗ୍ରାମ: ଇରାକ ପ୍ରଧାନମନ୍ତ୍ରୀ

ଶନିବାର ଇରାକୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁସ୍ତାଫା ଅଲ କାଢିମିଙ୍କ ବଡ ବୟାନ ନେଇ ସୂଚନା ଦିଆଯାଇଛି । ଆଇଏସ ସଂଗଠନକୁ ସଂପୂର୍ଣ୍ଣ ଶେଷ କରିବାକୁ ଇରାକୀ ସେନା ଶେଷ ଅପରାଧ କରିବାକୁ ଯାଉଥିବା ଏହି ବୟାନରେ କୁହାଯାଇଛି ।

ହାଶଦ ଶାବି କମାଣ୍ଡ ମୁଖ୍ୟାଳୟ ପରିଦର୍ଶନରେ ଯାଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କାଢିମି । ଏଥିସହିତ ହାଶଦ ଶାବିର ଲଢୁଆ ସେନା ଓ ଅନ୍ୟ ସୁରକ୍ଷା ବଳ, ତାଙ୍କ ଭାଇମାନଙ୍କ ପ୍ରତି ହୋଇଥିବା ବର୍ବରତାର ଦୃଢ ଭାବେ ପ୍ରତିଜବାବ ଦେବେ ।

ଆଇଏସ୍ ଆତଙ୍କବାଦୀମାନେ ପବିତ୍ର ରମଜାନ ମାସ ଆରମ୍ଭରୁ ଆଇଏସ୍ ଆତଙ୍କବାଦୀମାନେ ସୁରକ୍ଷା କର୍ମୀ, ହାଶଦ ଶାବି ସେନା ଓ ଅଧୀନରେ ଥିବା ସୁନ୍ନି ପ୍ରଦେଶରେ ସାଧାରଣ ନାଗରିକଙ୍କ ଉପରେ ବର୍ବରତା ଦେଖାଇଥିଲେ । ଏଥିରେ ଅନେକ ଲୋକଙ୍କ ଜୀବନହାନୀ ହୋଇଛି । ଏହି ଘଟଣା ପରେ ଇରାକୀ ପ୍ରଧାନମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ଆସିଛି ।

ତେବେ ଇରାକ ସୁରକ୍ଷା ସ୍ଥିତିରେ ଅନେକ ସୁଧାର ଆସିଥିବା କୁହାଯାଉଛି । ବର୍ଷ 2017 ଶେଷ ଭାଗରେ ଇରାକୀ ସେନା ଦେଶତମାମ ଆଇଏସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଦମନ କରିଥିଲେ । ମାତ୍ର ସହରରେ କଡା ସୁରକ୍ଷା ଯୋଗୁଁ ମରୁଭୂମି ତଥା ଦୁର୍ଗମ ଅଞ୍ଚଳକୁ ନିଜର ଆଡ୍ଡା ବାଛିନେଇଛନ୍ତି ଆଇଏସ ଆତଙ୍କୀ ।ମନ୍ଦ ଉଦ୍ଦେଶ୍ୟକୁ ସଫଳ କରିବାକୁ ସେଠାରେ ଲୁଚିଛପି ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ସମୟରେ ଆକ୍ରମଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.