ETV Bharat / international

ଆବୁଧାବିରେ ଭାରତୀୟ ଜିତିଲେ 20ଲକ୍ଷ ଡଲାରର ଲଟେରୀ

author img

By

Published : May 4, 2020, 6:50 PM IST

Updated : May 4, 2020, 11:59 PM IST

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀରେ ବିଗ୍ ଟିକେଟ୍ ଲକି ଡ୍ରରେ ଭାରତୀୟ ନାଗରିକ 10 ମିଲିୟନ୍ ଦିରହମ୍ ଅର୍ଥାତ୍ 20ଲକ୍ଷ ଡଲାର ଜିତିଛନ୍ତି । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ 15କୋଟି13ଲକ୍ଷ 30 ହଜାର ହେବ । ରିପୋର୍ଟ ଅନୁସାରେ କେରଳର ଦିଲୀପକୁମାର ଏଲେକୋଟିଲ୍ ପରମେଶ୍ବରନ୍ ରବିବାର ଏହି ବିପୁଳ ଅର୍ଥରାଶି ଜିତିଛନ୍ତ । ସେ 14 ଏପ୍ରିଲରେ ଅନଲାଇନରେ ଟିକେଟ କିଣିଥିଲେ। ଅଧିକ ପଢନ୍ତୁ...

ଭାରତୀୟ ଜିତିଲେ
ଭାରତୀୟ ଜିତିଲେ

ଆବୁଧାବି: କୋରୋନା କାଳରେ କରୋଡପତି ହେଲେ ଭାରତୀୟ । ଲକଡାଉନ ସମୟରେ ଲଟେରୀ ଖୋଲିଲା ଲକ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀରେ ବିଗ୍ ଟିକେଟ୍ ଲକି ଡ୍ରରେ ଭାରତୀୟ ନାଗରିକ 10 ମିଲିୟନ୍ ଦିରହମ୍ ଅର୍ଥାତ୍ 20ଲକ୍ଷ ଡଲାର ଜିତିଛନ୍ତି । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ 15କୋଟି13ଲକ୍ଷ 30 ହଜାର ହେବ ।

ରିପୋର୍ଟ ଅନୁସାରେ କେରଳର ଦିଲୀପକୁମାର ଏଲେକୋଟିଲ୍ ପରମେଶ୍ବରନ୍ ରବିବାର ଏହି ବିପୁଳ ଅର୍ଥରାଶି ଜିତିଛନ୍ତ । ସେ 14 ଏପ୍ରିଲରେ ଅନଲାଇନରେ ଟିକେଟ କିଣିଥିଲେ।

ପରମେଶ୍ବରନ କହିଛନ୍ତି ଯେ ମୋର 7ଲକ୍ଷ ଦିରହମ ଋଣ ଅଛି । ତେଣୁ ଏହି ଲଟେରୀ ଟଙ୍କାରେ ପ୍ରଥମେ ଋଣ ପରିଶୋଧ କରିବି । ନଗଦ ପୁରସ୍କାର ଏବଂ ବିଳାସପୂର୍ଣ୍ଣ କାର ପାଇଁ ଆବୁଧାବିରେ ମାସିକ ବିଗ୍ ଟିକେଟ ଅନୁଷ୍ଠିତ ହୋଇଥାଏ । ଏହାର ଟିକେଟ୍ ଅନଲାଇନରେ କିମ୍ବା ଆବୁଧାବି ବିମାନବନ୍ଦର ଏବଂ ଅଲ ଏନ ବିମାନବନ୍ଦର ବିଭାଗର ଡ୍ୟୁଟି ଫିରୁ କ୍ରୟ କରାଯାଇପାରିବ |

@IANS

Last Updated : May 4, 2020, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.