ସିଓଲ: ଉତ୍ତର କୋରିଆର ଜଣେ ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ଦକ୍ଷିଣ କୋରିଆର ବିଧାନସଭା ନିର୍ବାଚନରେ ଏକ ନିର୍ବାଚନମଣ୍ଡଳୀ ଆସନ ଜିତିଛନ୍ତି । ବିଗତ ଦୁଇ ଦଶନ୍ଧି ଭିତରେ ଏହା ପ୍ରଥମ ଘଟଣା ।
ଲଣ୍ଡନରେ ଥିବା ଉତ୍ତର କୋରିଆ ଦୂତାବାସର ପୂର୍ବତନ ମନ୍ତ୍ରୀ ଥା ୟୋଙ୍ଗ ହୋ ଯିଏକି ତାଙ୍କ ପରିବାର ସହିତ 2016 ରେ ଦକ୍ଷିଣ କୋରିଆରେ ଅବସ୍ଥାପିତ ହୋଇଛନ୍ତି ।
ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ 33,000 ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ପଳାୟନ କରିଛନ୍ତି ।