ETV Bharat / international

ବ୍ରାଜିଲରେ 24 ଘଣ୍ଟାରେ କୋରୋନା ନେଲା 1000 ମୁଣ୍ଡ

ବିଶ୍ବର 120ଟି ଦେଶକୁ ନିଜ କବଳରେ କରିଥିବା ଏହି ଭାଇରସରେ ବର୍ତ୍ତମାନ ସମଗ୍ର ଦେଶରେ 4,986,332ମଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 324910 ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଏହି କ୍ରମରେ 24 ଘମ୍ଟାରେ ବ୍ରାଜିଲରେ କୋରୋନା କାରଣରୁ 1000 ଲୋକଙ୍କର ମୃତ୍ୟୁ ଘଟିଛି ।

_corona
ବ୍ରାଜିଲରେ 24 ଘଣ୍ଟାରେ କୋରୋନା ନେଲା 1000 ମୁଣ୍ଡ
author img

By

Published : May 20, 2020, 11:26 AM IST

ବ୍ରାସିଲିୟା: କୋରୋନା କବଳରେ ସମଗ୍ର ବିଶ୍ବ । ବିଶ୍ବର 120ଟି ଦେଶକୁ ନିଜ କବଳରେ କରିଥିବା ଏହି ଭାଇରସରେ ବର୍ତ୍ତମାନ ସମଗ୍ର ଦେଶରେ 4,986,332ମଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 324910 ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଏହି କ୍ରମରେ 24 ଘମ୍ଟାରେ ବ୍ରାଜିଲରେ କୋରୋନା କାରଣରୁ 1000 ଲୋକଙ୍କର ମୃତ୍ୟୁ ଘଟିଛି ।

ଏହାକୁ ମିଶାଇ ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା17983 ଆକ୍ରାନ୍ତଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଥିବା ବେଳେ 271885 ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 106794 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ସମଗ୍ର ବିଶ୍ବରେ ଆମେରିକା କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । 24 ଘଣ୍ଟାରେ ଆମେରିକାରେ କୋରୋନା କାରଣରୁ 1500ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଆମେରିକାରେ ବର୍ତ୍ତମାନ କୋରୋନା କାରଣରୁ 92258 ଲୋକ ପେରାଣ ହରାଇଲେଣି । ଏଥିସହ ବର୍ତ୍ତମାନ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 15.6 ଲକ୍ଷରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.