ETV Bharat / international

କୋରୋନା ସଂକ୍ରମଣ ରୋକିବା ଦିଗରେ ଧରାବିକୁ ପ୍ରଶଂସା କଲା WHO - କୋରୋନା ସଂକ୍ରମଣ ରୋକିବା ଦିଗରେ ଧରାବି

କୋରୋନା ଭାଇରସ୍ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପ୍ରୟାସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସ କରିଛି । ଡବ୍ଲ୍ୟୁଏଚଓ କହିଛି ଯେ, କେବଳ ଜାତୀୟ ଏକତା ଏବଂ ବିଶ୍ବ ଏକତା ମିଳିତ ଭାବେ ଏହି ମହାମାରୀକୁ ପରାସ୍ତ କରାଯାଇପାରିବ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jul 11, 2020, 5:38 AM IST

ଜେନେଭା : ଏସିଆର ବୃହତ୍ତମ ବସ୍ତି ମଧ୍ୟରୁ ଅନ୍ୟତମ ଧରାବିରେ କୋରୋନା ଭାଇରସ୍ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପ୍ରୟାସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସ କରିଛି । ଡବ୍ଲ୍ୟୁଏଚଓ କହିଛି ଯେ, କେବଳ ଜାତୀୟ ଏକତା ଏବଂ ବିଶ୍ବ ଏକତା ମିଳିତ ଭାବେ ଏହି ମହାମାରୀକୁ ପରାସ୍ତ କରାଯାଇପାରିବ ।

WHO ପ୍ରମୁଖ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି ଯେ ବିଶ୍ବର ବିଭିନ୍ନ ସ୍ଥାନରୁ ଅନେକ ଉଦାହରଣ ରହିଛି ଯାହା ଦର୍ଶାଇଛି ଯେ ଏହି ରୋଗ ଅତି ତୀବ୍ର ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିମଧ୍ୟରୁ କିଛି ଉଦାହରଣ ହେଉଛି ଇଟାଲୀ, ସ୍ପେନ୍ ଏବଂ ଦକ୍ଷିଣ କୋରିଆ, ମୁମ୍ବାଇର ଧରାବି ବୋଲି ସେ କହିଛନ୍ତି ।

ମୁମ୍ବାଇର ମେଗାସିଟିରେ ଏକ ଜନବହୁଳ ବସ୍ତିରେ ଯୋଗଦାନ ଏବଂ ପରୀକ୍ଷଣ, ଅନୁସନ୍ଧାନ, ଆଇସୋଲେସନ ଏବଂ ଚିକିତ୍ସା କରିବାର ମୌଳିକତା ଉପରେ ଏକ ଦୃଢ ଧ୍ୟାନ ଫଳରେ ଏହାକୁ ଆୟତ୍ତ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁବାର ମୁମ୍ବାଇର ଧରାବି ଅଞ୍ଚଳରେ 9ଟି ନୂଆ COVID-19 ମାମଲା ରିପୋର୍ଟ ହୋଇଛି ଯାହା ମୋଟ ମାମଲା 2,347 କୁ ରେ ପହଞ୍ଚାଇଛି ।

ସେହପରି ଦେଶରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଶୁକ୍ରବାର ଭାରତରେ COVID-19 ମାମଲା 7,93,802 ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.