ETV Bharat / international

ବ୍ରିଟେନ ପିଏମ ବୋରିସ୍ ଜନସନ କୋରୋନା ପଜେଟିଭ

ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୋରୋନା ରିପୋର୍ଟ ପଜେଟିଭ । କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସେଲ୍ପ ଆଇସୋଲେସନରେ ରହିଛନ୍ତି । ଅଧିକ ପଢନ୍ତୁ...

Boris Johnson tests positive
Boris Johnson tests positive
author img

By

Published : Mar 27, 2020, 5:21 PM IST

ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୋରୋନା ରିପୋର୍ଟ ପଜେଟିଭ । କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସେଲ୍ପ ଆଇସୋଲେସନରେ ରହିଛନ୍ତି ।

  • Over the last 24 hours I have developed mild symptoms and tested positive for coronavirus.

    I am now self-isolating, but I will continue to lead the government’s response via video-conference as we fight this virus.

    Together we will beat this. #StayHomeSaveLives pic.twitter.com/9Te6aFP0Ri

    — Boris Johnson #StayHomeSaveLives (@BorisJohnson) March 27, 2020 " class="align-text-top noRightClick twitterSection" data=" ">

ଜନସନଙ୍କର ସାମାନ୍ୟ ଲକ୍ଷଣ ରହିଛି । ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫେସର କ୍ରିସ୍ ୱିଟିଙ୍କ ବ୍ୟକ୍ତିଗତ ପରାମର୍ଶରେ ତାଙ୍କୁ କୋରୋନାଭାଇରସ୍ ପରୀକ୍ଷା କରିଥିଲେ ।

କୋରୋନା ପଜଟିଭ ରିପୋର୍ଟ ଆସିବା ପରେ ବୋରିସ କହିଛନ୍ତି ଯେ, ଏଭଳି ସଙ୍କଟ ମୟ ସ୍ଥିତିରେ ସେ ସମସ୍ତ ପ୍ରକାର ପଦକ୍ଷେପ ନେବା ସହ ଦେଶବାସୀଙ୍କ ପାଇଁ କାର୍ଯ୍ୟରତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.