ETV Bharat / international

ଗତ 24 ଘଣ୍ଟାରେ ବ୍ରିଟେନରେ 786 କୋରୋନା ଆକ୍ରାନ୍ତ ମୃତ୍ୟୁ - ବ୍ରିଟେନ କୋରୋନା ଅପଡେଟ୍

ଗତ 24 ଘଣ୍ଟାରେ ବିଟ୍ରେନରେ 786 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ବ୍ରିଟେନରେ କୋରୋନା ମୃତ୍ୟୁ ସଂଖ୍ୟା କମିଥିବା ବେଳେ ମଙ୍ଗଳବାର ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

uk death
ଗତ 24 ଘଣ୍ଟାରେ ବ୍ରିଟେନରେ 786କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ
author img

By

Published : Apr 8, 2020, 9:16 AM IST

ଇଂଲଣ୍ଡ: ସମଗ୍ର ବିଶ୍ବରେ ହାହାକାର ଖେଳାଇଛି କୋରୋନା ଭାଇରସ । ଏହି କ୍ରମରେ ଗତ 24 ଘଣ୍ଟାରେ ବିଟ୍ରେନରେ 786 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ବ୍ରିଟେନରେ କୋରୋନା ମୃତ୍ୟୁ ସଂଖ୍ୟା କମିଥିବା ବେଳେ ମଙ୍ଗଳବାର ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ 6 ଏପ୍ରିଲରେ ବ୍ରିଟେନରେ କୋରୋନା ମୃତ୍ୟୁ ସଂଖ୍ୟା 5373ରୁ ବୃଦ୍ଧିପାଇ 6159 ପହଞ୍ଚିଥିଲା ।

ଅନ୍ୟପକ୍ଷେ ବ୍ରିଟେନ କ୍ୟାବିନେଟ୍ ମନ୍ତ୍ରୀ ମାଇକେଲ ଗୋବଙ୍କ ଘରର ଜଣେ ସଦସ୍ୟଙ୍କ ଠାରେ କୋରୋନାର ଲକ୍ଷଣ ପରିଲଖିତ ହେବା ପରେ ସେ ସେଲ୍ଫ କ୍ବାରେଣ୍ଟିନରେ ରହିଛନ୍ତି ।

ପ୍ରକାଶ ଥାଉକି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଷ୍ ଜନସନ ମଧ୍ଯ କୋରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.