ETV Bharat / international

ଆଇସିୟୁରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ବିଗୁଡୁଛି ବ୍ରଟେନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା । ସୋମବାର ଆଇସିୟୁରେ ଭର୍ତ୍ତି । ଅଧିକ ପଢନ୍ତୁ...

uk prime minister
ଆଇସିୟୁରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ
author img

By

Published : Apr 7, 2020, 9:53 AM IST

ଲଣ୍ଡନ: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବିଗିଡ଼ିବାରେ ଲାଗିଛି । ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପିଏମ ଜନସନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ମାର୍ଚ୍ଚ 27ରେ ସେଲ୍ଫ ଆଇସୋଲେସନରେ ରହିଥିଲେ ।

ସୂଚନାମୁତାବକ, ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ଟିମ୍‌ର ପରାମର୍ଶକ୍ରମେ ସୋମବାର ଦ୍ବିପହର ସମୟରେ ତାଙ୍କୁ ଆଇସିୟୁରେ ରଖାଯାଇଛି । ମେଡିକାଲରେ ତାଙ୍କ ଉପରେ ପୁରା ନଜର ରଖିଛନ୍ତି ଡାକ୍ତରୀ ଟିମ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.