ETV Bharat / international

ଇଜିପ୍ଟରେ ସଡ଼କ ଦୁର୍ଘଟଣ‌ା, ୩ ଭାରତୀୟ ମୃତ

ଇଜିପ୍ଟରେ ଶନିବାର ଭୟଙ୍କର ସଡକ ଦୁର୍ଘଟଣାରେ ତିନି ଭାରତୀୟଙ୍କୁ ମିଶାଇ ମୋଟ 13 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମାଲେସିଆ ଓ ତିନି ଇଜିପ୍ଟର ପର୍ଯ୍ୟଟକ ରହିଛନ୍ତି । ଅଧିକ ପଢନ୍ତୁ...

road accident in egypt
ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ
author img

By

Published : Dec 29, 2019, 10:59 PM IST

ନୂଆଦିଲ୍ଲୀ: ଇଜିପ୍ଟରେ ଶନିବାର ଭୟଙ୍କର ସଡକ ଦୁର୍ଘଟଣାରେ ତିନି ଭାରତୀୟଙ୍କୁ ମିଶାଇ ମୋଟ 13 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମାଲେସିଆ ଓ ତିନି ଇଜିପ୍ଟର ପର୍ଯ୍ୟଟକ ରହିଛନ୍ତି । ଏହି ଦୁର୍ଘଟଣାରେ 13 ଭାରତୀୟଙ୍କୁ ସମେତ 20ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ।

road accident in egypt
ଫଟୋ ସୌଜନ୍ୟ: ଟ୍ବିଟର@indembcairo

ଭାରତୀୟ ଦୂତାବାସ ସୂଚନା ଅନୁସାରେ ଶନିବାର ଦୁଇଟି ବସରେ ପର୍ଯ୍ୟଟକ ଇର୍ଗଡା ସହରର ବିଚ୍‌-ରିସୋର୍ଟ ଆଡକୁ ଯାଉଥିବା ସମୟରେ ଏନ ସୋଖନା ସହରର ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା ।

ଦୂତାବାସ ପକ୍ଷରୁ ଟ୍ବିଟ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି । ଟ୍ବିଟରେ 28 ଡିସେମ୍ବରରେ ଏନ ସୋଖନା ନିକଟରେ ବସ ଦୁର୍ଘଟଣାରେ ତିନି ଭାରତୀୟଙ୍କ ମୃତ୍ୟୁ ଖବର ସୂଚନା ଅତ୍ୟନ୍ତ ଦୁଃଖର ସହ ଜଣାଉଥିବା ଲେଖା ହୋଇଛି । ଏହାସହ ଆହତ ମାନଙ୍କୁ ଇଜିପ୍ଟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା କୁହାଯାଉଛି । ମୃତକ ଓ ଆହତଙ୍କ ପରିବାର ସହ ସମ୍ପର୍କ କରାଯିବା ସହ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯାଉଥିବା ସୂଚାଇ ଦିଆଯାଇଛି । ଦୂତାବାସର ସମସ୍ତ ଅଧିକାରୀ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବସରେ ମୋଟ 16 ଭାରତୀୟ ପର୍ଯ୍ୟଟକ ଥିଲେ । ଇଜିପ୍ଟରେ ପ୍ରାୟ ସଡକ ଦୁର୍ଘଟଣା ଖରାପ ରାସ୍ତା ଓ ଯାତାୟତ ନିୟମ କାରଣରୁ ଘଟୁଛି । ଇଜିପ୍ଟରେ 2017ରୁ ବର୍ତ୍ତମାନ ସୁଦ୍ଧା 11095 ସଡକ ଦୁର୍ଘଟଣା ଘଟିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.