ETV Bharat / international

Russia Ukraine War: ୟୁକ୍ରେନ ମୁହଁତୋଡ ଜବାବରେ ଦୁର୍ବଳ ହେଉଛି ଋଷ ସେନା - ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ

ଦୁର୍ବଳ ହେଉଛି ଋଷିଆ ସେନା । ଋଷିଆ ସେନାକୁ ମୁହଁ ତୋଡ ଜବାବ ଦେଉଛି ଯୁ୍କ୍ରେନ ସେନା । ଅଧିକ ପଢନ୍ତୁ

ଦୁର୍ବଳ ହେଉଛି ଋଷ ସେନା: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ

author img

By

Published : Mar 10, 2022, 5:03 PM IST

ନୂଆଦିଲ୍ଲୀ: ଦୁର୍ବଳ ହେଉଛି ଋଷିଆ ସେନା । ଋଷିଆ ସେନାକୁ ମୁହଁ ତୋଡ ଜବାବ ଦେଉଛି ୟୁକ୍ରେନ ସେନା । ତେବେ ଋଷ ସେନା ୟୁକ୍ରେନର ବିଭିନ୍ନ ସହରରେ ନିଜର ଯୁଦ୍ଧ ଦକ୍ଷତା ଧୀରେ ଧୀରେ କମୁଥିବା ଦାବି କରିଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ସେହିପରି ୟୁକ୍ରେନ ଉପରେ ଋଷ ଆକ୍ରମଣ ୧୫ଦିନ ପୂରି ଥିବା ବେଳେ ଋଷୀୟ ସେନା ଏପର୍ଯ୍ୟନ୍ତ କିଭ୍‌ ଦଖଲ କରି ପାରି ନାହାନ୍ତି । ବର୍ତ୍ତମାନର ସବିଶେଷ ତଥ୍ୟ ଅନୁଯାୟୀ, ଋଷୀୟ ସେନା ପକ୍ଷରୁ ୟୁ୍କ୍ରେନର ପୂର୍ବାଞ୍ଚଳରେ ଥିବା ସହର ଡୋନେଟସ୍କ୍, ସ୍ଲୋବୋଜାନସ୍କି ଏବଂ ତାଭ୍ରିଜ୍ ଜିଲ୍ଲାର କିଛି ସ୍ଥାନରେ ଭୀଷଣ ଯୁଦ୍ଧ ଜାରି ରହିଛି ବୋଲି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଏଥିସହ ୟୁକ୍ରେନ ସେନା ଏହି ସବୁ ସ୍ଥାନରେ ଜୋରଦାର ପ୍ରତିରୋଧ କରୁଥିବା କହିଛି ୟୁକ୍ରେନ ।

ସେହିଭଳି ଖାର୍କିଭରେ ଋଷ ସେନାକୁ ମୁହଁ ତୋଡ ଜବାବ ଦେଉଛି ୟୁକ୍ରେନ ସେନା ବୋଲି ୟୁକ୍ରେନ କହିଛି । ଏଥିସହ ମାରିଓପୁଲରେ ଭୀଷଣ ଯୁ୍ଦ୍ଧ ଜାରି ରହିଛି । ୟୁକ୍ରେନ ସେନା ଋଷୀୟ ସେନାକୁ ପ୍ରତିରୋଧ କରୁଥିବା କୁହାଯାଇଛି । ଅନ୍ୟପଟେ ଗତ ଦୁଇ ଦିନ ଧରି ୟୁକ୍ରେନ ବାୟୁସେନା ଦ୍ବାରା ମିଶାଇଲ ଆକ୍ରମଣରେ ଋଷିଆର ଫାଇଟର ଜେଟ୍‌, ଆଣ୍ଟି-ଏୟାରକ୍ରାଫ୍ଟ ମିଶାଇଲ ଯୁନିଟ୍‌ ଓ ୪ଟି ଏସୟୁ-୨୫ ଆଟାକ୍‌ ଏୟାରକ୍ରାଫ୍ଟ ଏବଂ ଦୁଇଟି ହେଲିକପ୍ଟର କରିଛି ବୋଲି ୟୁକ୍ରେନ ଦାବି କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.