ETV Bharat / international

ନୂଆବର୍ଷକୁ ସ୍ବାଗତ କଲା ନ୍ୟୁଜିଲାଣ୍ଡ, 1 ଲକ୍ଷ ଆତସବାଜିରେ ଝଲସିଲା ସିଡନି - ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ

ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର ସର୍ବପ୍ରଥମେ ସ୍ବାଗତ କଲା ନବବର୍ଷ 2020କୁ । ଅଷ୍ଟ୍ରେଲିଆ ସିଡନିରେ ମଧ୍ୟ ଆରମ୍ଭ ହେଲା ସେଲିବ୍ରେସନ । ଅଧିକ ପଢ଼ନ୍ତୁ...

New Zealand's Auckland, Auckland among the first city to welcome new year 2020, welcome new year 202, Australia's Sydney, ରଙ୍ଗୀନ ଆଲକୋରେ ଝଲସିଲା ଆକାଶ, ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ, ଅକଲାଣ୍ଡରେ ନୂଆବର୍ଷ
ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ
author img

By

Published : Dec 31, 2019, 9:01 PM IST

Updated : Dec 31, 2019, 9:46 PM IST

ହାଇଦ୍ରାବାଦ: ଭାରତରେ ନୂତନ ବର୍ଷ ଆସିବା ପାଇଁ ଆଉ ଅଳ୍ପ କିଛି ଘଣ୍ଟା ବାକିଥିବା ବେଳେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର ନୂତନ ବର୍ଷକୁ ସ୍ବାଗତ କରିବାରେ ପ୍ରଥମ ସହର ହୋଇଛି । ସେପଟେ ଅଷ୍ଟ୍ରେଲିଆର ସିଡନିରେ ମଧ୍ୟ ପଦାର୍ପଣ କରିଛି ନୂତନ ବର୍ଷ 2020 ।

ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ

ଝିଲମିଲ ଆଲୋକ ମାଳାରେ ଝଲସି ଉଠିଛି ସାରା ସହର । ଆତସବାଜି ସହ ଅକଲାଣ୍ଡରେ ନୂଆବର୍ଷକୁ ସ୍ବାଗତ କରାଯାଇଛି । ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ନ୍ୟୁଜିଲାଣ୍ଡ ହିଁ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କରିଥାଏ । ସେଠାକାର ସମୟ ଭାରତୀୟ ସମୟ ଠାରୁ 7 ଘଣ୍ଟା 30 ମିନିଟ ଆଗୁଆ ଥାଏ ।

New Zealand's Auckland, Auckland among the first city to welcome new year 2020, welcome new year 202, Australia's Sydney, ରଙ୍ଗୀନ ଆଲକୋରେ ଝଲସିଲା ଆକାଶ, ନୂଆବର୍ଷକୁ ପ୍ରଥମେ ସ୍ବାଗତ କଲା ଅକଲାଣ୍ଡ, ଅକଲାଣ୍ଡରେ ନୂଆବର୍ଷ
ସିଡନିରେ ସେଲିବ୍ରେସନ

ନୂତନ ବର୍ଷର ଆଗମନରେ ଅକଲାଣ୍ଡ ସହରର ସ୍କାଏ ଟାୱାରର ଦୃଶ୍ୟ ଖୁବ ସୁନ୍ଦର ହୋଇଥାଏ । ବେଶ ଉତ୍ସାହର ସହ ନୂଆବର୍ଷକୁ ପାଳନ କରନ୍ତି ଲୋକେ ।

ସେପଟେ ଅଷ୍ଟ୍ରେଲିଆ ସିଡନି ହାରବର ବ୍ରିଜରେ ପ୍ରାୟ 1 ଲକ୍ଷ ଆତବବାଜି କରାଯାଇ 2020କୁ ସ୍ବାଗତ କରାଯାଇଛି ବର୍ଷ । ହାରବର ବ୍ରିଜ ଓ ଅପେରା ହାଉସ ମିଳିତ ଭାବେ ସିଡନି ଆକାଶକୁ ଆଲୋକରେ ରଙ୍ଗୀନ କରି ଦେଇଛନ୍ତି ।

Intro:ଇକୋ ରି ଟ୍ରିଟ କାର୍ଯ୍ୟକ୍ରମ ରେ ଧର୍ମେନ୍ଦ୍ରBody:

:କୋଣାର୍କ.ଇକୋରିଟ୍ରିଟ୍ କାର୍ଯ୍ୟକ୍ରମ କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ।ଏହା ଏକ ନୂଆ କାର୍ଯ୍ୟକ୍ରମ।ପୁରୀ ଚିଲ୍ଲିକା କୋଣାର୍କ କୁ ମିଶାଇ ଏକ ବ୍ରୁହତ ପର୍ଯ୍ୟଟନ ହବ୍ ହେଉ କୋଣାର୍କ।ଏହା ଆମ ସମସ୍ତଙ୍କର ଲକ୍ଷ୍ୟ।ରୋଜଗାର ବ୍ରୁଦ୍ଧିପାଇବ।ଇକୋ ରିଟ୍ରିଟ୍ କିଭଳି ହେଇଛି ମୁଁ ଆଜି ଆସିଛି ଦେଖିବି।ରାତ୍ର ରହଣୀ କରିବି। ଇକୋ ରି ଟ୍ରିଟ କାର୍ଯ୍ୟକ୍ରମ ସାମିଲ ହୋଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି। ସେହିପରି କୋଣାର୍କ କୁ ବିଶ୍ୱ ଦରବାରରେ ରଖିବା କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ ଏହି ଅବସରରେ Caa..ଆଇନ ପ୍ରସଙ୍ଗରେ କଂଗ୍ରସ ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର।ବିବାଦ କଂଗ୍ରେସ ଦଳ ହିଁ କରୁଛି।କଂଗ୍ରେସ ୨ ଥର ପରାଜୟ ବରଣ କରିଛି।କୌଣସି ପ୍ରସଂଗ କଂଗ୍ରେସ ହାତରେ ନାହିଁ।ଆମର ୩ ଦେଶର ମାଇନରଟି ମାନଙ୍କୁ ମାଇନରଟିାନଙ୍କୁ ଆମେ ଆଶ୍ରୟ ଦେଲେ କାହାର କଣ ଆପତି ଅଛି।କାହାର କାଟି ଦିଆଗଲା କି?।ଯେଉଁମାନେ ଧାର୍ମିକ ଉତ୍ପିଡନର ଶିକାର ହେଉଥିଲେ।ସେମାନଙ୍କୁ ନାଗରିକତ୍ବ ଦେଲେ।କଂଗ୍ରେସ ଦଳ ମୁସଲିମଭାଇ ଭଉଣୀ ମାନଙ୍କ ମନରେ ଡର ସ୍ରୁଷ୍ଟି କରୁଛି।ଭୋଟ ଲାଳଶାରେ ଏଭଳି କରୁଛି।ଓଡିଶାରେ ଆମେ ସଚେତନାତା କରୁଛୁ।

ବାଇଟ,, ଧର୍ମେନ୍ଦ୍ର ପ୍ରଧାନ,, କେନ୍ଦ୍ର ମନ୍ତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 31, 2019, 9:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.