ETV Bharat / international

ଅଷ୍ଟ୍ରେଲିଆରେ ଡେଲିଭରି ଡ୍ରାଇଭରକୁ କୋରୋନା: ମ୍ୟାକଡୋନାଲ୍ଡ 12 ଆଉଟଲେଟ୍ ବନ୍ଦ - ମ୍ୟାକଡୋନାଲ୍ଡ ଆଉଟଲେଟ୍

ସୋମବାର ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ମ୍ୟାକଡୋନାଲ୍ଡର ଡେଲିଭରି ଡ୍ରାଇଭର କୋରୋନାପଜିଟିଭ୍ ଥିବା ଜଣାପଡିବା ପରେ 12 ଟି ମ୍ୟାକଡୋନାଲ୍ଡଙ୍କ ଆଉଟଲେଟ୍ ବନ୍ଦ କରାଯାଇଛି ।

delivery driver
delivery driver
author img

By

Published : May 18, 2020, 5:52 PM IST

ମେଲବର୍ଣ୍ଣ: ସାରା ବିଶ୍ବରେ କୋରୋନାର ଭୟାଭୟ ପରିସ୍ଥିତି ଜାରି ରହିଛି । ଏପରିସ୍ଥଳେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ ଆଷ୍ଟ୍ରଲିଆରେ ଏକ ପ୍ରକାର ନିୟନ୍ତ୍ରଣାଧିର ସ୍ଥିତିରେ ରହିଛି । ଏପରି ସମୟରେ ସୋମବାର ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ମ୍ୟାକଡୋନାଲ୍ଡର ଡେଲିଭରି ଡ୍ରାଇଭର କୋରୋନାପଜିଟିଭ୍ ଥିବା ଜଣାପଡିବା ପରେ 12 ଟି ମ୍ୟାକଡୋନାଲ୍ଡଙ୍କ ଆଉଟଲେଟ୍ ବନ୍ଦ କରାଯାଇଛି ।

ସୂଚନା ଅନୁସାରେ ପଜିଟିଭ୍ ଥିବା ଡ୍ରାଇଭର ରେଷ୍ଟୁରାଣ୍ଟର କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲା । ସୋମବାର ସକାଳ ପର୍ଯ୍ୟନ୍ତ ଅନ୍ୟ କୌସି କର୍ମଚାରୀ କୋରୋନା ପଜିଟିଭ୍ ଥିବା ସୂଚନା ଆସିନାହିଁ ।

ରାଜ୍ୟ ରାଜଧାନୀ ମେଲବୋର୍ଣ୍ଣ ଉପକଣ୍ଠର ବାହାର ଇଲାକାରେ ଥିବା ଏହି 12ଟି ଆଉଟଲେଟକୁ ବନ୍ଦ କରାଯିବା ସହ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହପରି ଅନେକ କର୍ମଚାରୀମାନଙ୍କୁ 14 ଦିନ ହୋମଆଇସୋଲେସଲନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ସପ୍ତାହରେ, ଇ.ସି ରାଜ୍ୟରେ ଥିବା ମ୍ୟାକଡୋନାଲ୍ଡଙ୍କ ଆଉଟଲେଟରେ 10 ଜଣ କର୍ମଚାରୀଙ୍କୁ କୋରୋନା ପଜେଟିଭ୍ ପରେ ଅନେକ ଆଉଟଲେଟ୍ କୁ ବନ୍ଦ କରାଯାଇଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.