ETV Bharat / international

24ଘଣ୍ଟାରେ ହଂକଂରେ 48 କୋରୋନା ପଜିଟିଭ୍ ଚିହ୍ନଟ - Hong-kong-reports-48-new-cases

ଶୁକ୍ରବାର ସୁଦ୍ଧା ହକଂକଙ୍ଗଂରେ 48ଟି ନୂଆ ମାମଲା ସାମ୍ନାକୁ ଆସିଛି । ସାଉଥ୍ ଚୀନର ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ବୃଦ୍ଧି ପାଇଥିବା ଜଣାପଡିଛି । ଅଧିକ ଖବର ପଢନ୍ତୁ...

Hong-kong-reports-48-new-cases
ହକଂକଙ୍ଗରେ ଗୋଟିଏ ଦିନରେ 48 କୋରୋନା ପଜିଟିଭ୍ ଚିହ୍ନଟ
author img

By

Published : Mar 21, 2020, 12:20 PM IST

ହଂକଂ: କମୁନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନ ଗଡିବା ସହ ବିଶ୍ବରେ ବଢିବାରେ ଲାଗିଛି ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ସୁଦ୍ଧା ହଂକଂରେ 48ଟି ନୂଆ ମାମଲା ସାମ୍ନାକୁ ଆସିଛି । ସାଉଥ୍ ଚୀନର ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ବୃଦ୍ଧି ପାଇଥିବା ଜଣାପଡିଛି। ଯାହାଫଳରେ ସହରରେ ପଜିଟିଭଙ୍କ ସଂଖ୍ୟା 256ରେ ପହଞ୍ଚିଛି ।

ସୂଚନା ଅନୁସାରେ, ବିଦେଶୀ ଯାତ୍ରା ସାରି ଆସୁଥିବା ଅନେକ ବ୍ୟକ୍ତି ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି । ଯାହାଫଳରେ ଦୁଇ ସପ୍ତାହ ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ବୃ୍ଦ୍ଧି ପାଇଛି ବୋଲି ଡାକ୍ତର ଚୁଆଙ୍ଗ ସୁଖାୱାନ କହିଛନ୍ତି ।ଇଟାଲୀ ଏବେ ମହାମାରୀ କୋରୋନାର ଭୟଙ୍କର ସ୍ଥିତି । ବିଗତ 24 ଘଣ୍ଟାରେ ଇଟାଲୀରେ 627ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ଏବେ 4ହଜାର ଅତିକ୍ରମ କରିଛି । ଯାହାଫଳରେ ୟୁରୋପିଆନ ସହରରେ ମିଲିଟାରୀ ଫୋର୍ସଙ୍କ ଦ୍ବାରା ଲକ୍ ଡାଉନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.