ETV Bharat / international

ମାସେ ପରେ ସର୍ବନିମ୍ନ ମୃତ୍ୟୁହାର ରେକର୍ଡ କଲା ଫ୍ରାନ୍ସ - ଫ୍ରାନ୍ସରେ ହାରୁଛି କୋରୋନା

ଫ୍ରାନ୍ସରେ ଘଟୁଛି କୋରୋନା ସଂକ୍ରମିତ ମୃତ୍ୟୁହାର । ଗତ ମାସେ ମଧ୍ୟରେ ଶୁକ୍ରବାର ସର୍ବନିମ୍ନ ମୃତ୍ୟୁହାର ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ମାସେ ପରେ ସର୍ବନିମ୍ନ ମୃତ୍ୟୁହାର ରେକର୍ଡ କଲା ଫ୍ରାନ୍ସ

author img

By

Published : May 2, 2020, 10:18 AM IST

ପ୍ୟାରିସ: ଫ୍ରାନ୍ସରେ ହାରୁଛି କୋରୋନା । 5 ସପ୍ତାହର ପରେ ଗତ 24 ଘଣ୍ଟା ମଧ୍ୟରେ ହ୍ରାସ ପାଇଛି ସଂକ୍ରମଣ ସଂଖ୍ୟା । ଶୁକ୍ରବାର ସୁଦ୍ଧା ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 218 ରିପୋର୍ଟ ହୋଇଛି ।

ଗୁରୁତର ଭାବେ 144 ଜଣ ଚିକିତ୍ସିତ ହେଉଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ 9 ସୁଦ୍ଧା ଆଇସିୟୁରେ ଭର୍ତ୍ତିରେ ହୋଇଥିଲେ 7200 କୋରୋନା ରୋଗୀ ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ, ମାର୍ଚ୍ଚ 23ରେ ସର୍ବନିମ୍ନ କୋରୋନା ଜନିତ ମୃତ୍ୟୁ ହୋଇଥିଲା । ୟୁରୋପରେ ଫ୍ରାନ୍ସରେ ଚତୁର୍ଥ ସର୍ବାଧିକ ମୃତ୍ୟୁ ସଂଖ୍ୟା 24,594 ରହିଛି। ସମଗ୍ର ୟୁରୋପ ଦେଶରେ 140,000 ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି ।ଏହା ସହ ମେ 11 ପର ଠାରୁ କୋରୋନା କଟକଣା କୋହଳ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.