ETV Bharat / international

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ - ନୋବେଲ 2021

3 ଜଣଙ୍କୁ ଅର୍ଥନୀତିରେ ମିଳିବ ୨୦୨୧ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଯୋଶୁଆ ଆଙ୍ଗ୍ରିଷ୍ଟ, ଗୁଇଡୋ ଇମ୍ବେନ୍ସ ପାଇବେ ନୋବେଲ । ଅଧିକ ପଢନ୍ତୁ...

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
author img

By

Published : Oct 11, 2021, 3:58 PM IST

Updated : Oct 11, 2021, 10:43 PM IST

ଷ୍ଟକହୋମ: ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା । 3 ଜଣଙ୍କୁ ଅର୍ଥନୀତିରେ ମିଳିବ ୨୦୨୧ ନୋବେଲ ପୁରସ୍କାର । ଚଳିତ ଥର ଏହି କ୍ଷେତ୍ରରେ ଡେଭିଡ କାର୍ଡ, ଯୋଶୁଆ ଆଙ୍ଗ୍ରିଷ୍ଟ, ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ।

  • BREAKING NEWS:
    The 2021 Sveriges Riksbank Prize in Economic Sciences in Memory of Alfred Nobel has been awarded with one half to David Card and the other half jointly to Joshua D. Angrist and Guido W. Imbens.#NobelPrize pic.twitter.com/nkMjWai4Gn

    — The Nobel Prize (@NobelPrize) October 11, 2021 " class="align-text-top noRightClick twitterSection" data=" ">

ସ୍ୱିଡିଶ ଏକାଡେମି କହିଛି, ‘ଚଳିତ ବର୍ଷ ପୁରସ୍କାର ବିଜେତା ଡେଭିଡ, ଯୋଶୁଆ ଏବଂ ଗୁଇଡୋ ଆମକୁ ମାର୍କେଟ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କେଉଁ କାରଣ ଏବଂ ପ୍ରଭାବ ବିଷୟରେ ନିଷ୍କର୍ଷ ବାହାରିପାରିବ ତାହା ଜଣାଇଛନ୍ତି। ତାଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆସିଛି।’

Last Updated : Oct 11, 2021, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.