ETV Bharat / international

ଟ୍ରକ କଣ୍ଟେନରରେ 39 ମୃତଦେହ, ଜବତ ପରେ ପୋଲିସର ତନାଘନା - ବ୍ରିଟେନରେ ମୃତ ଦେହ ଜବତ

ଲଣ୍ଡନର ଏସେକ୍ସରୁ ଏକ ବଡ ଚାରି ଚକିଆ ମାଲବୁହା ମୋଟର ଗାଡି କଣ୍ଟେନରରୁ 39 ଜଣଙ୍କ ମୃତଦେହ ଜବତ କରାଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କ ଖେଳାଇ ଦେଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 23, 2019, 7:55 PM IST

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ, ଚକିତ କଲାଭଳି ଘଟଣା । ଲଣ୍ଡନର ଏସେକ୍ସରୁ ଏକ ବଡ ଚାରି ଚକିଆ ମାଲବୁହା ମୋଟର ଗାଡି କଣ୍ଟେନରୁ 39 ଜଣଙ୍କ ମୃତଦେହ ଜବତ କରାଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କ ଖେଳାଇ ଦେଇଛି ।

ଏହି ଖବର ମିଳିବା ମାତ୍ରେ ପୋଲିସ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ 25 ବର୍ଷୀୟ ଲରି କଣ୍ଟେନର ଡ୍ରାଇଭରକୁ ଉତ୍ତର ଆୟର୍ଲ୍ୟାଣ୍ଡରୁ ଗିରଫ କରିଛି । ଏହାସହ ଏହି ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଏହି ଛାତିଥରା ଘଟଣାରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

କଣ୍ଟେନରରୁ ଜବତ କରାଯାଇଥିବା 39 ମୃତଦେହ ମଧ୍ୟରୁ 38 ଜଣଙ୍କ ମୃତଦେହ ବୟସ୍କ ଥିଲା ବେଳେ ଜଣେ କିଶୋର ଥିବା ସୂଚନା ରହିଛି ।

ପୋଲିସ ସୂଚନା ମୁତାବକ ମାଲଗାଡି କଣ୍ଟେନର ବୁଲଗେରିୟାରୁ ଆସିଥିଲା । ଏହାସହ କଣ୍ଟେନର ଶନିବାର ହୋଲିହେଡ ଅଞ୍ଚଳ ରାସ୍ତାରେ ଦେଶରେ ପ୍ରବେଶ କରିଛି । ପୋଲିସ ପାଇଁ ଏହି ଘଟଣା ଏକ ଚ୍ୟାଲେଞ୍ଜ ପାଲଟିଛି । ବର୍ତ୍ତମାନ ସୁଦ୍ଧା ଏତେ ସଂଖ୍ୟକ ମୃତଦେହ କେଉଁ ସ୍ଥାନରୁ ଆସିଲା, କିଭଳି ପରିସ୍ଥିରେ ଆସିଲେ ସେ ନେଇ କିଛି ବି ସୂଚନା ମିଳିପାରି ନାହିଁ ।

Intro:Body:

Test 3  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.