ETV Bharat / international

Ukraine War: ଋଷ ଉପରେ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ

ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ବଢୁଛି, ଋଷିଆ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସେହି ମାତ୍ରରେ ଲାଗି ଚାଲିଛି । ତେବେ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଆଜି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଅଧିକ ପଢନ୍ତୁ

Russia Ukraine War: ଋଷ ଉପରେ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ

author img

By

Published : Mar 10, 2022, 6:04 PM IST

ନୂଆଦିଲ୍ଲୀ: ଋଷ ଓ ୟୁ୍କ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ବଢୁଛି, ଋଷିଆ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସେହି ମାତ୍ରରେ ଲାଗି ଚାଲିଛି । ତେବେ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଆଜି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣିକି ଆମାଜନ୍‌ କୌଣସି ବାଣିଜ୍ୟିକ କାର୍ଯ୍ୟ ଋଷରେ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ।

ଏହା ବି ପଢନ୍ତୁ:WHOର ସଙ୍ଗୀନ ଅଭିଯୋଗ, ୟୁକ୍ରେନର ବିଭିନ୍ନ ହସ୍ପିଟାଲ ଉପରେ ୧୮ ବୋମା ମାଡ କରିଛି ଋଷ

ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମଜନ ଏହି ପଦକ୍ଷେପ ନେଇଛି । ଋଷରେ ଜାରି ରହିଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ନିଲମ୍ବନ କରାଯାଇଥିବା କହିଛି ଆମାଜନ୍‌ । ଏହା ପୂର୍ବରୁ ସେଲ ଓ ବିଭିନ୍ନ ରାଷ୍ଟ୍ର ତୈଳ କାରବାରକୁ ନେଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ସେହିପରି କିଛି ଦିନ ତଳେ ଗୁଗୁଲ ମଧ୍ୟ ଋଷ ଉପରେ ଡିଜିଟାଲ ପ୍ରତିବନ୍ଧକ ଲଗାଇବା ସହ ବିଜ୍ଞାପନ ଦେବ ନାହିଁ ବୋଲି କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.