ETV Bharat / international

ବିଶ୍ବର ଅଣ୍ଡର ୱାଟର ମିଲିଟାରୀ ମ୍ୟୁଜିୟମ

ଅଣ୍ଡର ୱାଟର ମିଲିଟାରୀ ମ୍ୟୁଜିୟମ । ଏହି ଅଦ୍ଭୁତ ମ୍ୟୁଜିୟମ ଜୋର୍ଡାନର ଅକାବା ତଟରେ ଥିବା ଲାଲ ସମୁଦ୍ରର 92 ଫୁଟ ଗଭୀରରେ  ମଧ୍ୟରେ ରହିଛି । ଏହାକୁ ତିଆରୀ କରିବା ପାଇଁ ସାତ ଦିନ ସମୟ ଲାଗିଥିଲା ।

ଫାଇଲ ଫଟୋ
author img

By

Published : Jul 27, 2019, 5:32 PM IST

ନୂଆଦିଲ୍ଲୀ: କେବେ ଆପଣ ସମୁଦ୍ର ଭିତରେ ସେନାର ଟ୍ୟାଙ୍କ, ହେଲିକପ୍ଟର କିମ୍ବା ଜାହାଜ ଦେଖିଛନ୍ତି କି ? ଯଦି ଦେଖିନାହାଁନ୍ତି ତେବେ ଆପଣ ଏହା ବହୁତ ଶୀଘ୍ର ଦେଖିବାକୁ ପାଇବେ । କାରଣ ଜୋର୍ଡାନରେ ପାଣି ଭିତରେ ଅଣ୍ଡର ୱାଟର ମିଲିଟାରୀ ମ୍ୟୁଜିୟମ କରାଯାଇଛି । ଯେଉଁଠି ସେନାର ଯୁଦ୍ଧ ଟ୍ୟାଙ୍କ ଠାରୁ ଆରମ୍ଭ କରି, ଆମ୍ବୁଲାନ୍ସ, ହେଲିକପ୍ଟର, ଯୁଦ୍ଧ ବିମାନ, କ୍ରେନ ଏବଂ ଆଣ୍ଟି ଏୟାରକ୍ରାପ୍ଟ ସମେତ 19 ପ୍ରକାର ସେନାର ଉପକରଣ ରହିଛି ।

ଏହି ଅଦ୍ଭୁତ ମ୍ୟୁଜିୟମ ଅକାବା ତଟରେ ଥିବା ଲାଲ ସମୁଦ୍ରର 92 ଫୁଟ ଗଭୀରରେ ମଧ୍ୟରେ ରହିଛି । ଏହାକୁ ତିଆରି କରିବା ପାଇଁ ସାତ ଦିନ ସମୟ ଲାଗିଥିଲା । ଅକାବାର ସ୍ପେଶାଲ ଅର୍ଥନିତିଜ୍ଞ ଜନ୍ ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ୟାଙ୍କ ଏବଂ ଜାହାଜଗୁଡିକୁ ସମୁଦ୍ର ମଧ୍ୟକୁ ନେବା ପୂର୍ବରୁ ସମସ୍ତ ବିପଦପୂର୍ଣ୍ଣ ସାମଗ୍ରୀକୁ ହଟାଯାଇଥିଲା ।

ତେବେ ଏହି ମ୍ୟୁଜିୟମ ନିର୍ମାଣ ପଛରେ ଥିବା ମୂଳ ଲକ୍ଷ ଲୋକମାନଙ୍କର ସାମୁଦ୍ରିକ ଜୀବଙ୍କ ସହ ନିକଟତର ହେବା ସହ ସେନାର ଉପକରଣଗୁଡିକୁ ଏକ ଭିନ୍ନ ଅନ୍ଦାଜରେ ଦେଖି ଆନନ୍ଦ ଅନୁଭବ କରିବେ ।

ବିଶ୍ବର ଏହା ହେଉଛି ପ୍ରଥମ ଅଣ୍ଡରୱାଟର ମିଲିଟାରୀ ମ୍ୟୁଜିୟମ । ଯେଉଁଠିକି ଲୋକମାନେ ବୋଟ ସାହାଯ୍ୟରେ ଯାଇ ପାରିବେ । ତେବେ ଯେଉଁମାନେ ପାଣି ମଧ୍ୟକୁ ଯାଇ ଏହି ମ୍ୟୁଜିୟମ ଦେଖିବା ପାଇଁ ଚାହୁଁନାହାଁନ୍ତି ସେମାନେ କାଚରେ ନିର୍ମିତ ହୋଇଥିବା ବୋଟରେ ବସି ଉପରୁ ମ୍ୟୁଜିୟମକୁ ଦେଖିପାରିବେ । ଏଥିସହ ଯେଉଁମାନେ ପାଣି ମଧ୍ୟକୁ ଯାଇ ଏହି ମ୍ୟୁଜିୟମ ଦେଖିବା ପାଇଁ ଚାହୁଁଛନ୍ତି ସେମାନେ ସ୍କୁବା ଡାଇଭିଂ ଡ୍ରେସ ପିନ୍ଧି ଏହି ମ୍ୟୁଜିୟମ ଦେଖିପାରିବେ ।

Intro:सोबत फोटो जोडले आहेत.
पनवेल

पनवेलमधून कोट्यवधी रुपयांचा हेरॉइनचा साठा जप्त केलाय. हेरॉइनचा हा साठा अफगाणिस्तानहून ईराण आणि त्यानंतर समुद्राच्या मार्गे जेएनपीटी मध्ये आणण्यात आला होता. या हेरॉइनची किंमत तब्बल १३२० कोटी रुपये इतकी आहे. या प्रकरणी दोघांना अटक केली असून त्याला ताब्यात घेण्यासाठी दिल्ली पोलीस जेएनपीटी मध्ये दाखल झाली आहे.
Body:समुद्र मार्गाने अफगाणिस्तानहून हेरॉइनचा साठा भारतात पाठवण्यात येत असल्याची माहिती अनेक दिवसांपासून होती. मिळालेल्या माहितीनुसार पोलिसांनी सापळा रचत मोठ्या शिताफीने ही कारवाई केलीये. या तस्करीचा संबंध थेट अफगाणिस्तानशी असल्याच आढळून आलं. अफगाणिस्तान इथून हेरॉईनने भरलेला कंटेनर जेएनपीटीमध्ये उतरवण्यात आला. पोलिसांनी यावेळी जेएनपीटी कस्टम अधिकाऱ्यांची भेट घेऊन त्यांच्या सहाय्याने या कंटेनरची माहिती मिळविली. दरम्यान, हा कंटेनर पनवेलमधील एका गोदामात ठेवण्यात आला असल्याची माहिती दिल्ली पोलिसांच्या स्पेशल सेलला मिळाल्यानंतर त्यांना याठिकाणी छापा टाकून हे अमली पदार्थ जप्त केले. यावेळी 1320 कोटी रुपयांच हेरॉइन २६० गोण्यांमध्ये भरलेलं होतं आणि या सर्व गोण्या एका कंटेनरमध्ये होत्या.
Conclusion:दोन आरोपींना अटकही केली आहे. अटक करण्यात आलेल्या आरोपींपैकी एक आरोपी दिल्लीत राहणारा आहे तर दुसरा आरोपी हा कंधार, अफगाणिस्तानचा रहिवासी आहे. हेरॉइनचा हा मोठा साठा अफगाणिस्तानच्या हेरत येथील किला इस्लाम येथून आला असल्याची माहिती समोर येत आहे. इराणमधील अब्बास बंदराहून समुद्रमार्गे हा साठा मुंबईत आला होता. पनवेल शहर पोलीस ठाण्याचे वरिष्ठ पोलीस निरीक्षक विनोद चव्हाण हे देखील यावेळी घटनास्थळी दाखल झाले होते.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.