ETV Bharat / international

ଭାରତ-ପାକିସ୍ତାନ ସମ୍ପର୍କରେ ଆମେରିକା ମଧ୍ୟସ୍ଥି!

ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପରେ ଆମେରିକା କଡା ନଜର ରଖିଛି। ଏହାସହ ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପ୍ରଶମିତ ପାଇଁ ଆମେରିକା ମଧ୍ୟସ୍ଥି ହେବାର ପ୍ରସ୍ତାବ ଦେଇଛି।

ଡିଜାଇନ ଫଟୋ
author img

By

Published : Mar 1, 2019, 1:34 PM IST

ହାନୋଇ: ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ଏବେ ସାରା ବିଶ୍ୱର ନଜର । ଉଭୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱ ପାଇଁ ଏକ ବିପଦ । ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ନେଇ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ।

ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପରେ ଆମେରିକା କଡା ନଜର ରଖିଛି। ଏହାସହ ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପ୍ରଶମିତ ପାଇଁ ଆମେରିକା ମଧ୍ୟସ୍ଥି ହେବାର ପ୍ରସ୍ତାବ ଦେଇଛି। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଏହା ଉପରେ ଏକ ବଡ ବୟାନ ଦେଇଛନ୍ତି।

ଭିଏତନାମର ହାନୋଇରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରିଯିବ । ଖୁବଶିଘ୍ର ଉଭୟ ରାଷ୍ଟ୍ର ପକ୍ଷରୁ ଭଲ ଖବର ଆସୁଛି । ଉଭୟଙ୍କ ମଧ୍ୟରେ ଜାରି ରହିଥିବା ଉତ୍ତେଜନାର ସମାଧାନ ଅତିଶିଘ୍ର ହୋଇପାରେ। ଏଥିରେ ଆମେରିକା ମଧ୍ୟସ୍ଥିର ଭୂମିକା ଗ୍ରହଣ କରୁଛି। ଏହି ଘଟଣାରେ ଆମେରିକା ହସ୍ତକ୍ଷେପ କରିବାକୁ ଚାହେଁ ବୋଲି ଟ୍ରମ୍ପ କହିଛନ୍ତି।

  • #WATCH: US President says, "I think reasonably attractive news from Pakistan & India, they've been going at it & we have been involved and have them stop, we have some reasonably decent news,hopefully its going to be coming to an end, going on for a long time, decades & decades." pic.twitter.com/ivSLN3I5ZI

    — ANI (@ANI) February 28, 2019 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ ଯେ ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହିପରି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ । ପୂର୍ବରୁ ଉତ୍ତର କୋରିଆ ସହ ଆମେରିକାର ସମ୍ପର୍କ ଏଭଳିଥିଲା। ଏପରିକି ଏହା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ ବୋଲି ଆଶଙ୍କା ଥିଲା। ହେଲେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପରେ ଏହା ଶାନ୍ତ ପଡିଥିଲା। ବର୍ତ୍ତମାନ କିମଙ୍କୁ ନିଜର ଜଣେ ଉତ୍ତମ ବନ୍ଧୁ ବୋଲି ମାନୁଥିବା ଟ୍ରମ୍ପ, ଭାରତ-ପାକ ମଧ୍ୟରେ ଉନ୍ନତ ସମ୍ପର୍କ ଆଣିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।

Intro:Body:

TSETING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.