ETV Bharat / international

କୋରୋନା ଭୟ: 31 ତାରିଖ ଯାଏଁ ନେପାଳ ଲକଡାଉନ

author img

By

Published : Mar 23, 2020, 11:06 PM IST

କୋରୋନା ସଂକ୍ରମଣ ରୋକିବାକୁ ନେପାଳରେ ମଙ୍ଗଳବାର ଠାରୁ 31 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ କରାଯାଇଛି । ଅଧିକ ପଢନ୍ତୁ...

The nationwide lockdown in Nepal will be in place till 31st March
କୋରୋନା ଭୟ: 31 ତାରିଖ ପର୍ଯ୍ୟନ୍ତ ନେପାଳ ଲକଡାଉନ

କାଠମାଣ୍ଡୁ: କୋରୋନା ସଂକ୍ରମଣ ରୋକିବାକୁ ନେପାଳରେ ମଙ୍ଗଳବାର ଠାରୁ 31 ତାରିଖ ଯାଏଁ ଲକ ଡାଉନ କରାଯାଇଛି । ଏନେଇ ନେପାଳ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ନେପାଳରେ ଏହି ଲକ ଡାଉନ ମାର୍ଚ୍ଚ 24 ତାରିଖ ସକାଳ 6ଟାରୁ ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ । କେବଳ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନକୁ ବନ୍ଦ କରାଯାଇଥିବା କୁହାଯାଇଛି ।

ନେପାଳରେ ପୂର୍ବରୁ ଏକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି । ଫଳରେ ନେପାଳର ମୋଟ ପଜିଟିଭଙ୍କ ସଂଖ୍ୟା 2କୁ ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.