ETV Bharat / international

ମାଲଦ୍ୱୀପ ବ୍ୟବସାୟୀଙ୍କୁ 16 ମିଲିୟନ୍ ଡଲାରର ଲିକ୍ୟୁଡିଟି ଅଫର୍ - liquidity-support

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସ୍ଥାନୀୟ ବ୍ୟବସାୟ ପାଇଁ 16.20 ମିଲିୟନ ଡ଼ଲାରର ଆର୍ଥିକ ସହାୟତା(ଲିକ୍ୟୁଡିଟି) ପ୍ରଦାନ କରୁଛି। ଏବଂ 200 ରୁ ଅଧିକ ଖୁଚୁରା ଆକାଉଣ୍ଟ ପାଇଁ ଋଣ ପରିଶୋଧ(ଇଏମ ଆଇ)କୁ ସ୍ଥଗିତ ରଖିଛି ବୋଲି ମାଲଦ୍ୱୀପରେ ଭାରତୀୟ ଉଚ୍ଚ ଆୟୋଗରୁ ସୂଚନା ମିଳିଛି।

ମାଲଦ୍ୱୀପ ବ୍ୟବସାୟଙ୍କୁ 16 ମିଲିୟନ୍ ଡଲାରର ଲିକ୍ୟୁଡିଟି ଅଫର୍

author img

By

Published : Jul 28, 2020, 1:18 PM IST

ମାଲଦ୍ୱୀପ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସ୍ଥାନୀୟ ବ୍ୟବସାୟ ପାଇଁ 16.20 ମିଲିୟନ ଡ଼ଲାରର ଆର୍ଥିକ ସହାୟତା(ଲିକ୍ୟୁଡିଟି) ପ୍ରଦାନ କରୁଛି। ଏବଂ 200 ରୁ ଅଧିକ ଖୁଚୁରା ଆକାଉଣ୍ଟ ପାଇଁ ଋଣ ପରିଶୋଧ(ଇଏମ ଆଇ)କୁ ସ୍ଥଗିତ ରଖିଛି ବୋଲି ମାଲଦ୍ୱୀପରେ ଭାରତୀୟ ଉଚ୍ଚ ଆୟୋଗରୁ ସୂଚନା ମିଳିଛି।

ମାଲଦ୍ୱୀପ ପାଇଁ ଏସବିଆଇର କୋଭିଡ୍- ରିଲିଫ୍ ପ୍ଲାନ୍ ବେଶ ସହାୟ ହେଉଛି। ମାଲଦ୍ୱୀପ ସରକାରଙ୍କ ଅର୍ଥନୈତିକ ରିଲିଫ୍ ପଦକ୍ଷେପ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସର୍ବ ବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ସ୍ଥାନୀୟ ବ୍ୟବସାୟ ପାଇଁ 16.20 ମିଲିୟନ୍ ଡଲାରର ଲିକ୍ୟୁଇଡିଟି ସହାୟତା ପ୍ରଦାନ କରୁଛି। ଏବଂ 200 ରୁ ଅଧିକ ଖୁଚୁରା ଆକାଉଣ୍ଟ ପାଇଁ ଋଣ ପରିଶୋଧକୁ ରକ୍ଷା କରୁଛି। ଏହି ସୂଚନାକୁ ହାଇ କମିଶନ ଟୁଇଟ୍ କରିଛନ୍ତି।

ଜୁଲାଇ 26 ରେ ମାଲଦ୍ୱୀପର ସ୍ବାଧୀନତା ଦିବସ ଅବସରରେ ଭାରତୀୟ ଉଚ୍ଚ କମିଶନର ସୂର୍ଯ୍ୟଜୟ ସୁଧୀର କହିଛନ୍ତି ଯେ, ଲିକ୍ୟୁଇଡିଟି ଅଭାବକୁ ଦୂର କରିବା ପାଇଁ ବର୍ଦ୍ଧିତ ମୁଦ୍ରା ସ୍ୱାପ୍ ବ୍ୟବସ୍ଥା ମାଧ୍ୟମରେ 400 ମିଲିୟନ ଡଲାରର ସହାୟତା ଉପଲବ୍ଧ ହୋଇସାରିଛି। ଭାରତ ଖୁବ୍ ଶୀଘ୍ର ଆଉ ଏକ ମହତ୍ ଆର୍ଥିକ ପୂର୍ଣ୍ଣ ପ୍ୟାକେଜ୍ ଘୋଷଣା କରିବ। ମାଲଦ୍ୱୀପ ଅର୍ଥନୀତିକୁ ସମର୍ଥନ କରିବା ଏବଂ କୋଭିଡ୍-19 ପରେ ଅର୍ଥନୈତିକ ପୁନରୁଦ୍ଧାରରେ ସହାୟତା ପାଇଁ ସହାୟତା ପ୍ୟାକେଜ୍ ପ୍ରସ୍ତୁତ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଇତିହାସରେ ଏକ ଗୌରବମୟ ବନ୍ଧୁତା ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.