ETV Bharat / international

ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 2,818; ମୃତସଂଖ୍ୟା 41 - ପାକିସ୍ତାନ ଖବର

ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2818ରେ ପହଞ୍ଚିବା ବେଳେ ଦେଶରେ ସବୁଠୁ କମ ଆକ୍ରାନ୍ତ ପିଓକେରେ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

COVID19
ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର 818
author img

By

Published : Apr 5, 2020, 10:05 AM IST

ଇସଲାମାବାଦ: ବିଶ୍ବବ୍ୟାପୀ ଖେଳିଯାଇଛି କୋରୋନାର ଆତଙ୍କ । ଦିନକୁ ଦିନ ବ୍ୟାପକ ହେଉଛି କୋଭିଡ-19 । ଯାହାକୁ ନେଇ ସମସ୍ତ ଦେଶର ସ୍ଥିତି ଏବେ ବିଗିଡିବାରେ ଲାଗିଛି । ଏହାକୁ ରୋକିବା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେତେକ ଦେଶରେ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁନି ।

ତେବେ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ହଜାର 818ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଏହାସହ ପାକିସ୍ତାନ ସୀମାରେ ଥିବା ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା 1131 ରହିଥିବାବେଳେ ସିନ୍ଧରେ ରହିଛି 839, ଖାଇବର ପଖତୁନଖ୍ବାରେ 383, ବାଲୁଚିସ୍ତାନରେ 175, ଗିଲଗିଟ ବାଲଚିସ୍ତାନରେ 193, ଇସଲାମବାଦରେ 75 ଓ ପିଓକେରେ ସବୁଠୁ କମ 12 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାବ୍ୟତୀତ ଏହି ଭାଇରସରେ ବର୍ତ୍ତମାନ ସୁଦ୍ଧା ଦେଶରେ 41 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.